ଆରୋଗ୍ୟ ହେଲେ ୧୭୪୦ କରୋନା ଆକ୍ରାନ୍ତ: କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆଜି ୧୭୪୦ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୪୯୩୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 1740 Covid patients have recovered and are being discharged on 20.04.2021 336 from Nuapada317 from Sundargarh152 from Khordha87 from Bolangir86 from Sambalpur82 from Nabarangpur64 from Bargarh56 […]

Awareness pictures to wear mask

Awareness pictures to wear mask

Manoranjan Sial
  • Published: Tuesday, 20 April 2021
  • Updated: 20 April 2021, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆଜି ୧୭୪୦ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୪୯୩୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1384493061313466369?s=20

ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ନୂଆପଡ଼ାରୁ ସର୍ବାଧିକ ୩୩୬ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୩୧୭, ଖୋର୍ଦ୍ଧାରୁ ୧୫୨, ବଲାଙ୍ଗିରରୁ ୮୭, ସମ୍ୱଲପୁରରୁ ୮୬, ନବରଙ୍ଗପୁରରୁ ୮୨, ବରଗଡ଼ରୁ ୬୪, କଟକରୁ ୫୬, କେନ୍ଦୁଝରରୁ ୪୮, ଗଞ୍ଜାମରୁ ୪୭, ଗଜପତିରୁ ୪୪, ଅନୁଗୋଳରୁ ୪୩, ପୁରୀରୁ ୪୩, ମୟୂରଭଞ୍ଜରୁ ୩୯, ଯାଜପୁରରୁ ୩୮, ଭଦ୍ରକରୁ ୩୬, ବାଲେଶ୍ୱରରୁ ୩୩, କଳାହାଣ୍ଡିରୁ ୩୦, ଝାରସୁଗୁଡ଼ାରୁ ୨୨, ରାୟଗଡ଼ାରୁ ୨୦, କୋରାପୁଟରୁ ୧୭, ନୟାଗଡ଼ରୁ ୧୫, କନ୍ଧମାଳରୁ ୧୧, ଦେବଗଡ଼ରୁ ୧୦, କେନ୍ଦ୍ରାପଡ଼ାରୁ ୬, ଜଗତସିଂହପୁରରୁ ୫, ଢେଙ୍କାନାଳରୁ ୩, ମାଲକାନଗିରିରୁ ୨ ଓ ଷ୍ଟେଟ୍‌ ପୋଲ୍‌ରୁ ୩୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos