ମହାମାରୀ କରୋନାରୁ ୧୯୪୩ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୧୯୪୩ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୩୬୯୫୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 1943 Covid patients have recovered and are being discharged on 21.07.2021 356 from Khordha263 from Cuttack242 from Jajapur143 from Baleswar103 from Mayurbhanj94 from Bhadrak91 from Jagatsinghpur73 from […]

corona-o

corona-o

Manoranjan Sial
  • Published: Wednesday, 21 July 2021
  • Updated: 21 July 2021, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୧୯୪୩ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୩୬୯୫୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1417851566577524745?s=20

ମହାମାରୀ କରୋନାରୁ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୫୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୬୩,  ଯାଜପୁରରୁ ୨୪୨, ବାଲେଶ୍ୱରରୁ ୧୪୩, ମୟୂରଭଞ୍ଜରୁ ୧୦୩, ଭଦ୍ରକରୁ ୯୪, ଜଗତସିଂହପୁରରୁ ୯୧, ସୁନ୍ଦରଗଡ଼ରୁ ୭୩, ନୟାଗଡ଼ରୁ ୭୦, ଅନୁଗୋଳରୁ ୬୫, ଢେଙ୍କାନାଳରୁ ୬୪, କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୩୫,  ସମ୍ୱଲପୁରରୁ ୩୦, ମାଲକାନଗିରିରୁ ୨୯, ପୁରୀରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ରାୟଗଡ଼ାରୁ ୨୧, ନବରଙ୍ଗପୁରରୁ ୧୪, ବରଗଡ଼ରୁ ୧୨, ବୌଦ୍ଧରୁ ୧୧, ସୋନପୁରରୁ ୯, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୮, ଗଜପତିରୁ ୬, ଦେବଗଡ଼ରୁ ୫, ନୂଆପଡ଼ାରୁ ୨, ବଲାଙ୍ଗିରିରୁ ଜଣେ ଓ ଷ୍ଟେଟ୍‌ପୁଲରୁ ୫୯ ଜଣ ଆରୋଗ୍ୟ ହୋଇଛନ୍ତି।

https://twitter.com/HFWOdisha/status/1417851573011501056?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos