ମହାମାରୀ କରୋନାରୁ ୨୩୪୧ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୩୪୧ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୩୫୦୦୭ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2341 Covid patients have recovered and are being discharged on 20.07.2021 571 from Khordha286 from Cuttack164 from Baleswar141 from Puri121 from Kendrapara103 from Mayurbhanj98 from Jajapur76 from Jagatsinghpur72 from […]

Corona2

Corona2

Manoranjan Sial
  • Published: Tuesday, 20 July 2021
  • Updated: 20 July 2021, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୩୪୧ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୩୫୦୦୭ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1417478030130356233?s=20

ମହାମାରୀ କରୋନାରୁ ଖୋର୍ଦ୍ଧାରୁ ସର୍ବାଧିକ ୫୭୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୮୬, ବାଲେଶ୍ୱରରୁ ୧୬୪, ପୁରୀରୁ ୧୪୧,  କେନ୍ଦ୍ରାପଡ଼ାରୁ ୧୨୧, ମୟୂରଭଞ୍ଜରୁ ୧୦୩, ଯାଜପୁରରୁ ୯୮, ଜଗତସିଂହପୁରରୁ  ୭୬, ନୟାଗଡ଼ରୁ ୭୨, ଢେଙ୍କାନାଳରୁ ୭୦, ଭଦ୍ରକରୁ ୬୫, ସୁନ୍ଦରଗଡ଼ରୁ ୬୨, କେନ୍ଦୁଝରରୁ ୫୯, ଅନୁଗୋଳରୁ ୫୦, ରାୟଗଡ଼ାରୁ ୫୦, ମାଲକାନଗିରିରୁ ୪୫, ସମ୍ୱଲପୁରରୁ ୩୦, ବଲାଙ୍ଗିରିରୁ ୨୪, କୋରାପୁଟରୁ  ୨୩, କନ୍ଧମାଳରୁ ୨୧, ଝାରସୁଗୁଡ଼ାରୁ ୧୭, ସୋନପୁରରୁ ୧୪, ବରଗଡ଼ରୁ ୧୧, ଗଞ୍ଜାମରୁ ୧୧, କଳାହାଣ୍ଡିରୁ ୧୧, ନବରଙ୍ଗପୁରରୁ ୯, ଦେବଗଡ଼ରୁ ୭, ଗଜପତିରୁ ୬, ବୌଦ୍ଧରୁ ୪, ନୂଆପଡ଼ାରୁ ୩ ଓ ଷ୍ଟେଟ୍‌ପୁଲରୁ ୧୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1417478039089319936?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story