ମହାମାରୀ କରୋନାରୁ ୨୪୦୦ ସୁସ୍ଥ, କଟକରୁ ୪୧୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୪୦୦ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୨୭୯୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2400 Covid patients have recovered and are being discharged on 17.07.2021 410 from Cuttack399 from Khordha196 from Kendrapara164 from Baleswar129 from Puri109 from Jagatsinghpur100 from Mayurbhanj99 from […]

Corona

Corona

Manoranjan Sial
  • Published: Saturday, 17 July 2021
  • Updated: 17 July 2021, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୪୦୦ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୨୭୯୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1416406984153202688?s=20

ମହାମାରୀ କରୋନାରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୧୦ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୯୯, କେନ୍ଦ୍ରାପଡ଼ାରୁ ୧୯୬, ବାଲେଶ୍ୱରରୁ ୧୬୪, ପୁରୀରୁ ୧୨୯, ଜଗତସିଂହପୁରରୁ ୧୦୯, ମୟୂରଭଞ୍ଜରୁ ୧୦୦, ଯାଜପୁରରୁ ୯୯, ଭଦ୍ରକରୁ ୯୪, ଅନୁଗୋଳାରୁ ୮୫, ନୟାଗଡ଼ରୁ ୮୫, କେନ୍ଦୁଝରରୁ ୮୩, ଢ଼େଙ୍କାନାଳରୁ ୭୧,  ମାଲକାନଗିରିରୁ ୫୦, ସୁନ୍ଦରଗଡ଼ରୁ ୪୬, କୋରାପୁଟରୁ ୪୫, ରାୟଗଡ଼ାରୁ ୩୩, ସମ୍ୱଲପୁରରୁ ୨୧, ବୌଦ୍ଧରୁ ୧୯, ନବରଙ୍ଗପୁରରୁ ୧୬, କନ୍ଧମାଳରୁ ୧୫, ବରଗଡ଼ରୁ ୧୩, ବଲାଙ୍ଗିରିରୁ ୧୦, କଳାହାଣ୍ଡିରୁ ୯, ଝାରସୁଗୁଡ଼ାରୁ ୭, ସୋନପୁରରୁ ୬, ଦେବଗଡ଼ରୁ ୫, ଗଞ୍ଜାମରୁ ୩, ଜଗପତିରୁ ଜଣେ ଓ ଷ୍ଟେଟ୍‌ପୁଲରୁ ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1416407000678735873?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story