କରୋନାରୁ ୩୨୫୮ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୨୫୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୯୭୩୬୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।  Another 3258 Covid patients have recovered and are being discharged on 06.07.2021 627 from Khordha543 from Cuttack271 from Baleswar255 from Jajapur194 from Mayurbhanj171 from Puri167 from Bhadrak135 from […]

corona

corona

Manoranjan Sial
  • Published: Tuesday, 06 July 2021
  • Updated: 06 July 2021, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୨୫୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୯୭୩୬୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 

https://twitter.com/HFWOdisha/status/1412424213617590272?s=20

ମହାମାରୀ କରୋନାରୁ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୫୪୩, ବାଲେଶ୍ୱରରୁ ୨୭୧, ଯାଜପୁରରୁ ୨୫୫, ମୟୂରଭଞ୍ଜରୁ ୧୯୪, ପୁରୀରୁ ୧୭୧, ଭଦ୍ରକରୁ ୧୬୭, ଜଗତସିଂହପୁରରୁ ୧୩୫, ନୟାଗଡ଼ରୁ ୧୩୧, ମାଲକାନଗିରିରୁ ୭୪, ଅନୁଗୋଳରୁ ୭୩, ଢେଙ୍କାନାଳରୁ ୭୧, କୋରାପୁଟରୁ ୬୪, କେନ୍ଦ୍ରାପଡ଼ାରୁ ୫୪, ନବରଙ୍ଗପୁରରୁ ୪୯, ରାୟଗଡ଼ାରୁ ୪୯, ସୁନ୍ଦରଗଡ଼ରୁ ୩୪, ବୌଦ୍ଧରୁ ୨୮, ସମ୍ୱଲପୁରରୁ ୨୩, ଗଞ୍ଜାମରୁ ୨୨, ବରଗଡ଼ରୁ ୧୯, କେନ୍ଦୁଝରରୁ ୧୮, ଗଜପତିରୁ ୧୭, କନ୍ଧମାଳରୁ ୧୭, କଳାହାଣ୍ଡିରୁ ୧୫, ସୋନପୁରରୁ ୧୪, ବଲାଙ୍ଗିରିରୁ ୧୦, ନୂଆପଡ଼ାରୁ ୮, ଝାରସୁଗୁଡ଼ାରୁ ୭, ଦେବଗଡ଼ରୁ ୩ ଓ ଷ୍ଟେଟ୍‌ପୁଲରୁ ୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1412424218952835080?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story