ମହାମାରୀ କରୋନାରୁ ୩୨୬୫ ଆରୋଗ୍ୟ; କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୨୬୫ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୮୪୨୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 3265 Covid patients have recovered and are being discharged on 02.07.2021 467 from Cuttack467 from Khordha267 from Jajapur246 from Baleswar199 from Bhadrak186 from Puri162 from Jagatsinghpur137 from […]

Corona-Job

Corona-Job

Manoranjan Sial
  • Published: Friday, 02 July 2021
  • Updated: 02 July 2021, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୨୬୫ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୮୪୨୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1410953184730750977?s=20

ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୭ ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି। ସେହିପରି ଯାଜପୁରରୁ ୨୬୭, ବାଲେଶ୍ୱରରୁ ୨୪୬, ଭଦ୍ରକରୁ ୧୯୯, ପୁରୀରୁ ୧୮୬, ଜଗତସିଂହପୁରରୁ ୧୬୨, ମୟୂରଭଞ୍ଜରୁ ୧୩୭, ଅନୁଗୋଳରୁ ୧୧୬, ନୟାଗଡ଼ରୁ ୧୦୭, କୋରାପୁଟରୁ ୯୯, ସୁନ୍ଦରଗଡ଼ରୁ ୯୦, ବରଗଡ଼ରୁ ୬୮, କେନ୍ଦ୍ରାପଡ଼ାରୁ ୬୮, ଢେଙ୍କାନାଳରୁ ୬୨, ନବରଙ୍ଗପୁରରୁ ୫୮, ରାୟଗଡ଼ାରୁ ୫୮, ମାଲକାନଗିରିରୁ ୫୭, କେନ୍ଦୁଝରରୁ ୫୪, ସୋନପୁରରୁ ୪୩, ସମ୍ୱଲପୁରରୁ ୨୭, ବୌଦ୍ଧରୁ ୨୫, କନ୍ଧମାଳରୁ ୨୪, ଗଜପତିରୁ ୨୦, କଳାହାଣ୍ଡିରୁ ୨୦, ଗଞ୍ଜାମରୁ ୧୮, ବଲାଙ୍ଗିରିରୁ ୧୬, ଝାରସୁଗୁଡ଼ାରୁ ୯, ନୂଆପଡ଼ାରୁ ୯, ଦେବଗଡ଼ରୁ ୫ ଓ ଷ୍ଟେଟ୍‌ପୁଲରୁ ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1410953190334291974?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story