ମହାମାରୀ କରୋନାରୁ ୩୩୮୫ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆଜି ୩୩୮୫ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ୮୭୦୭୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 3385 Covid patients have recovered and are being discharged on 28.06.2021 408 from Cuttack406 from Jajapur402 from Khordha234 from Puri228 from Mayurbhanj219 from Baleswar147 from Anugul141 from Bhadrak128 […]

Corona12

Corona12

Manoranjan Sial
  • Published: Monday, 28 June 2021
  • Updated: 28 June 2021, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆଜି ୩୩୮୫ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ୮୭୦୭୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1409498446801694720?s=20

ମହାମାରୀ କରୋନାରୁ ଆଜି କଟକରୁ ସର୍ବାଧିକ ୪୦୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ ୪୦୬, ଖୋର୍ଦ୍ଧାରୁ ୪୦୨, ପୁରୀରୁ ୨୩୪, ମୟୂରଭଞ୍ଜରୁ ୨୨୮, ବାଲେଶ୍ୱରରୁ ୨୧୯, ଅନୁଗୋଳରୁ ୧୪୭, ଭଦ୍ରକରୁ ୧୪୧, ନୟାଗଡ଼ରୁ ୧୨୮, ଜଗତସିଂହପୁରରୁ ୧୨୫, କେନ୍ଦ୍ରାପଡ଼ାରୁ ୧୧୮, କୋରାପୁଟରୁ ୧୦୯, ମାଲକାନଗିରିରୁ ୭୩, ସୁନ୍ଦରଗଡ଼ରୁ ୭୨,ରାୟଗଡ଼ାରୁ ୪୮, ବରଗଡ଼ରୁ ୪୭, ନବରଙ୍ଗପୁରରୁ ୪୭, କନ୍ଧମାଳରୁ ୪୩, ବଲାଙ୍ଗିରରୁ ୩୭, ଢ଼େଙ୍କାନାଳରୁ ୩୫, କଳାହାଣ୍ଡିରୁ ୩୫, ସୋନପୁରରୁ ୩୨, ବୌଦ୍ଧରୁ ୩୧, କେନ୍ଦୁଝରରୁ ୩୦, ସମ୍ୱଲପୁରରୁ ୨୯, ଝାରସୁଗୁଡ଼ାରୁ ୧୯, ନୂଆପଡ଼ାରୁ ୧୮, ଗଞ୍ଜାମରୁ ୧୭, ଗଜପତିରୁ ୧୪, ଦେବଗଡ଼ରୁ ୧୧ ଓ ଷ୍ଟେଟ୍‌ ପୁଲରୁ ୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1409498452669603847?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story