ମହାମାରୀ କରୋନାରୁ ୩୪୫୭ ଆରୋଗ୍ୟ, ଆଗରେ କଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୪୫୭ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୮୦୯୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 3457 Covid patients have recovered and are being discharged on 01.07.2021 517 from Cuttack397 from Khordha289 from Baleswar287 from Puri259 from Jajapur185 from Bhadrak173 from Mayurbhanj137 from […]

corona1

corona1

Manoranjan Sial
  • Published: Thursday, 01 July 2021
  • Updated: 01 July 2021, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୪୫୭ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୮୦୯୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1410605093267775491?s=20

ଆଜି କଟକରୁ ସର୍ବାଧିକ ୫୧୭ ଜଣ ମହାମାରୀ କରୋନାରୁ ଆରୋଗ୍ୟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୯୭, ବାଲେଶ୍ୱରରୁ ୧୮୯, ପୁରୀରୁ ୨୮୭, ଯାଜପୁରରୁ ୧୫୯, ଭଦ୍ରକରୁ ୧୮୫, ମୟୂରଭଞ୍ଜରୁ ୧୭୩, ଜଗତସିଂହପୁରରୁ ୧୩୭, ନୟାଗଡ଼ରୁ ୧୧୫, କେନ୍ଦ୍ରାପଡ଼ାରୁ ୧୦୬, କୋରାପୁଟରୁ ୧୦୬, ରାୟଗଡ଼ାରୁ ୧୦୨, ଢେଙ୍କାନାଳରୁ ୮୪, ମାଲକାନଗିରିରୁ ୭୪, ଅନୁଗୋଳରୁ ୭୧, କେନ୍ଦୁଝରରୁ ୬୯, ସୁନ୍ଦରଗଡ଼ରୁ ୫୮, ନବରଙ୍ଗପୁରରୁ ୫୭, ବୌଦ୍ଧରୁ ୪୭, ବରଗଡ଼ରୁ ୩୮, କଳାହାଣ୍ଡିରୁ ୩୭, ସମ୍ୱଲପୁରରୁ ୩୩, ବଲାଙ୍ଗିରିରୁ ୨୮, କନ୍ଧମାଳରୁ ୨୮, ସୋନପୁରରୁ ୨୮, ଗଞ୍ଜାମରୁ ୧୯, ଝାରସୁଗୁଡ଼ାରୁ ୧୬, ଗଜପତିରୁ ୧୩, ନୂଆପଡ଼ାରୁ ୧୦, ଦେବଗଡ଼ରୁ ୪ ଓ ଷ୍ଟେଟ୍‌ପୁଲରୁ ୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1410605098170867712?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos