ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୩୫୨୦ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୭୪୩୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1409878130295201807?s=20
ମହାମାରୀ କରୋନାରୁ ଖୋର୍ଦ୍ଧାରୁ ସର୍ବାଧିକ ୫୫୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୩୯୩, ଯାଜପୁରରୁ ୩୩୬, କଟକରୁ ୨୬୮, ବାଲେଶ୍ୱରରୁ ୨୬୧, ଭଦ୍ରକରୁ ୧୮୩, ପୁରୀରୁ ୧୭୫, ମୟୂରଭଞ୍ଜରୁ ୧୬୫, ନୟାଗଡ଼ରୁ ୧୩୧, କେନ୍ଦ୍ରାପଡ଼ାରୁ ୧୧୬, ଅନୁଗୋଳରୁ ୧୦୯, କୋରାପୁଟରୁ ୭୫, ଢେଙ୍କାନାଳରୁ ୬୯, ନବରଙ୍ଗପୁରରୁ ୬୮, କେନ୍ଦୁଝରରୁ ୬୦, ବୌଦ୍ଧରୁ ୫୯, ରାୟଗଡ଼ାରୁ ୫୭, ବରଗଡ଼ରୁ ୪୬, ମାଲକାନଗିରିରୁ ୪୩, କଳାହାଣ୍ଡିରୁ ୩୯, ସୁନ୍ଦରଗଡ଼ରୁ ୩୯, କନ୍ଧମାଳରୁ ୩୭, ବଲାଙ୍ଗିରିରୁ ୩୦, ସମ୍ୱଲପୁରରୁ ୨୭, ଗଜପତିରୁ ୨୪, ସୋନପୁରରୁ ୧୯, ଗଞ୍ଜାମରୁ ୧୮, ଦେବଗଡ଼ରୁ ୧୦, ଝାରସୁଗୁଡ଼ାରୁ ୧୦, ନୂଆପଡ଼ାରୁ ୧୦ ଓ ଷ୍ଟେଟ୍ପୁଲରୁ ୮୪ ଜଣ ସୁସ୍ଥ ହୋଇଛନ୍ତି।
https://twitter.com/HFWOdisha/status/1409878239678509063?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।