ମହାମାରୀ କରୋନାରୁ ୩୬୮୨ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୬୮୨ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୬୩୮୨୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 3682 Covid patients have recovered and are being discharged on 26.06.2021 446 from Khordha397 from Anugul355 from Cuttack298 from Jajapur295 from Baleswar195 from Puri178 from Bhadrak171 from […]

Corona1

Corona1

Manoranjan Sial
  • Published: Saturday, 26 June 2021
  • Updated: 26 June 2021, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୬୮୨ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୬୩୮୨୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1408780997995339777?s=20

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩୯୭, କଟକରୁ ୩୫୫, ଯାଜପୁରରୁ ୨୯୮, ବାଲେଶ୍ୱରରୁ ୨୯୫, ପୁରୀରୁ ୧୯୫, ଭଦ୍ରକରୁ ୧୭୮, ନୟାଗଡ଼ରୁ ୧୭୧, ମୟୂରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୧୫, କେନ୍ଦ୍ରାପଡ଼ାରୁ ୧୦୯, ରାୟଗଡ଼ାରୁ ୯୪, ମାଲକାନଗିରିରୁ ୯୩, ସୁନ୍ଦରଗଡ଼ରୁ ୮୨, କୋରାପୁଟରୁ ୭୯, ଢେଙ୍କାନାଳରୁ ୭୮, ନବରଙ୍ଗପୁରରୁ ୪୭, ସୋନପୁରରୁ ୪୬, ବରଗଡ଼ରୁ ୪୫, କନ୍ଧମାଳରୁ ୪୫, କେନ୍ଦୁଝରରୁ ୪୫, କଳାହାଣ୍ଡିରୁ ୪୦, ବୌଦ୍ଧରୁ ୩୭, ସମ୍ୱଲପୁରରୁ ୩୨, ବଲାଙ୍ଗିରରୁ ୨୮, ଗଞ୍ଜାମରୁ ୨୭, ନୂଆପଡ଼ାରୁ ୨୬, ଦେବଗଡ଼ରୁ ୨୦, ଝାରସୁଗୁଡ଼ାରୁ ୧୫ ଓ ଷ୍ଟେଟ୍‌ ପୁଲରୁ ୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1408781002177015823?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story