କରୋନାରେ ୪୧୫୯ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୪୧୫୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୮୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 4159 Covid patients have recovered and are being discharged on 22.06.2021 735 from Khordha537 from Cuttack364 from Baleswar308 from Jajapur251 from Puri168 from Anugul165 from Bhadrak154 from […]

DriveInVaccination

DriveInVaccination

Manoranjan Sial
  • Published: Tuesday, 22 June 2021
  • Updated: 22 June 2021, 08:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୪୧୫୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୮୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1407326998779756548?s=20

ମହାମାରୀ କରୋନାରୁ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୫୩୮, ବାଲେଶ୍ୱରରୁ ୩୬୪,  ଯାଜପୁରରୁ ୩୦୮, ପୁରୀରୁ ୨୫୧, ଅନୁଗୋଳରୁ ୧୬୮, ଭଦ୍ରକରୁ ୧୬୫, ମୟୂରଭଞ୍ଜରୁ ୧୫୪, ଜଗତସିଂହପୁରରୁ ୧୨୯, ନୟାଗଡ଼ରୁ ୧୨୫, ସୁନ୍ଦରଗଡ଼ରୁ ୧୦୨, କଳାହାଣ୍ଡିରୁ ୯୨, ଢେଙ୍କାନାଳରୁ ୮୫, ନବରଙ୍ଗପୁରରୁ ୮୧, ବରଗଡ଼ରୁ ୮୦, କେନ୍ଦ୍ରାପଡ଼ାରୁ ୭୨, କୋରାପୁଟରୁ ୭୦, ମାଲକାନଗିରିରୁ ୬୪, ବୌଦ୍ଧରୁ ୫୯, ସୋନପୁରରୁ ୫୯, ରାୟଗଡ଼ାରୁ ୫୫, ବଲାଙ୍ଗିରରୁ ୫୩, କନ୍ଧମାଳରୁ ୪୮, ଗଜପତିରୁ ୪୩, କେନ୍ଦୁଝରରୁ ୪୦, ସମ୍ୱଲପୁରରୁ ୩୫, ଗଞ୍ଜାମରୁ ୨୮, ନୂଆପଡ଼ାରୁ ୨୧, ଦେବଗଡ଼ରୁ ୨୦, ଝାରସୁଗୁଡ଼ାରୁ ୧୦ ଓ ଷ୍ଟେଟ୍‌ ପୁଲରୁ ୧୦୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1407327003439616001?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos