ମହାମାରୀ କରୋନାରେ ୪୫୮୭ ଆରୋଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୪୫୮୭ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୪୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 4587 Covid patients have recovered and are being discharged on 21.06.2021 671 from Khordha440 from Cuttack320 from Baleswar313 from Jajapur244 from Anugul241 from Puri214 from Bhadrak210 from […]

corona1

corona1

Manoranjan Sial
  • Published: Monday, 21 June 2021
  • Updated: 21 June 2021, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୪୫୮୭ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୪୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1406955064313348112?s=20

ମହାମାରୀ କରୋନାରୁ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୪୦, ବାଲେଶ୍ୱରରୁ ୩୨୦, ଯାଜପୁରରୁ ୩୧୩, ଅନୁଗୋଳରୁ ୨୪୪,  ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳରୁ ୨୧୦, ମୟୂରଭଞ୍ଜରୁ ୨୧୦, ଜଗତସିଂହପୁରରୁ ୨୦୨, କେନ୍ଦ୍ରାପଡ଼ାରୁ ୧୮୦, ସୁନ୍ଦରଗଡ଼ରୁ ୧୫୫, ନୟାଗଡ଼ରୁ ୧୩୯, ନବରଙ୍ଗପୁରରୁ ୧୨୨, କେନ୍ଦୁଝରରୁ ୧୧୫, ମାଲକାନଗିରିରୁ ୭୩, କୋରାପୁଟରୁ ୬୮, କନ୍ଧମାଳରୁ ୬୦, ରାୟଗଡ଼ାରୁ ୬୦, କଳାହାଣ୍ଡିରୁ ୫୯, ବରଗଡ଼ରୁ ୫୬, ବଲାଙ୍ଗିରିରୁ ୫୪, ସମ୍ୱଲପୁରରୁ ୫୨, ଗଜପତିରୁ ୪୧, ସୋନପୁରରୁ ୪୧, ଗଞ୍ଜାମରୁ ୩୩, ଦେବଗଡ଼ରୁ ୨୯, ଝାରସୁଗୁଡ଼ାରୁ ୨୦, ନୂଆପଡ଼ାରୁ ୧୫ ଓ ଷ୍ଟେଟ୍‌ପୁଲ୍‌ରୁ ୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1406955068872556546?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story