ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୭୭୩୩ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୯୬୭୯୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1404066082231443462?s=20
ଆରୋଗ୍ୟଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୨୦୩ ଜଣ ଅଛନ୍ତି। ସେହିପରି କଟକରୁ ୮୦୮, ଢେଙ୍କାନାଳରୁ ୪୯୯, ବାଲେଶ୍ୱରରୁ ୩୯୩, ଯାଜପୁରରୁ ୩୮୬, ଅନୁଗୋଳରୁ ୩୮୧, ପୁରୀରୁ ୩୫୩, ଭଦ୍ରକରୁ ୨୭୮, ସୁନ୍ଦରଗଡ଼ରୁ ୨୬୫, ବୌଦ୍ଧରୁ ୨୦୯, ରାୟଗଡ଼ାରୁ ୨୦୯, ଜଗତସିଂହପୁରରୁ ୨୦୦, ନବରଙ୍ଗପୁରରୁ ୧୯୬, କେନ୍ଦ୍ରାପଡ଼ାରୁ ୧୮୫, କୋରାପୁଟରୁ ୧୮୫, ବରଗଡ଼ରୁ ୧୮୪, କେନ୍ଦୁଝରରୁ ୧୭୨, କଳାହାଣ୍ଡିରୁ ୧୬୬, ନୟାଗଡ଼ରୁ ୧୫୧, ମାଲକାନଗିରିରୁ ୧୨୩, ସମ୍ୱଲପୁରରୁ ୧୦୭, ଗଞ୍ଜାମରୁ ୯୨, ବଲାଙ୍ଗିରିରୁ ୮୧, ଝାରସୁଗୁଡ଼ାରୁ ୮୦, ସୋନପୁରରୁ ୬୩, ଦେବଗଡ଼ରୁ ୬୨, କନ୍ଧମାଳରୁ ୪୯, ଗଜପତିରୁ ୪୪, ନୂଆପଡ଼ାରୁ ୩୧ ଓ ଷ୍ଟେଟ୍ ପୁଲରୁ ୧୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
https://twitter.com/HFWOdisha/status/1404066086325161986?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।