ରାଜ୍ୟରେ ପୁଣି ଆରୋଗ୍ୟ ହେଲେ ୮ହଜାରରୁ ଅଧିକ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି। ମହାମାରୀ କରୋନାରୁ ଆଜି ୮୨୯୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୭୨୯୭୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକରୁ ୭୩୫, ଯାଜପୁରରୁ ୫୦୬, ପୁରୀରୁ ୪୭୩, […]

CoronaTally

CoronaTally

Ranjit Kumar Jena
  • Published: Thursday, 10 June 2021
  • Updated: 10 June 2021, 09:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି। ମହାମାରୀ କରୋନାରୁ ଆଜି ୮୨୯୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୭୨୯୭୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକରୁ ୭୩୫, ଯାଜପୁରରୁ ୫୦୬, ପୁରୀରୁ ୪୭୩, ବାଲେଶ୍ୱରରୁ ୪୫୨, ମୟୂରଭଞ୍ଜରୁ ୪୪୫, ଢେଙ୍କାନାଳରୁ ୩୯୯, କେନ୍ଦ୍ରାପଡ଼ାରୁ ୩୦୨, ନୟାଗଡ଼ରୁ ୨୭୦, କୋରାପୁଟରୁ ୨୪୭, ସୁନ୍ଦରଗଡ଼ରୁ ୨୪୩ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ନବରଙ୍ଗପୁରୁ ୨୧୫, ରାୟଗଡ଼ାରୁ ୨୦୮, ଜଗତସିଂହପୁରରୁ ୨୦୮, ଅନୁଗୋଳରୁ ୨୦୧, କେନ୍ଦୁଝରରୁ ୧୯୪, ସମ୍ବଳପୁରରୁ ୧୯୩, ବରଗଡ଼ରୁ ୧୮୬, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୬, ବୌଦ୍ଧରୁ ୧୪୭, ଭଦ୍ରକରୁ ୧୪୪, ସୋନପୁରରୁ ୧୨୫, ମାଲକାନଗିରିରୁ ୧୨୨, ବଲାଙ୍ଗିରରୁ ୧୧୩, କନ୍ଧମାଳରୁ ୧୦୨, ଝାରସୁଗୁଡ଼ାରୁ ୯୦, ଦେବଗଡ଼ରୁ ୮୦, ଗଜପତିରୁ ୬୩, ନୂଆପଡ଼ାରୁ ୩୭ ଓ ଷ୍ଟେଟ୍ ପୁଲରୁ ୨୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି।

https://twitter.com/HFWOdisha/status/1402975953035300867?s=20

https://twitter.com/HFWOdisha/status/1402975957602889728?s=20

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୫୧ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪୭, ଯାଜପୁରରୁ ୪୩୪ ଓ ବାଲେଶ୍ୱରରୁ ୩୯୨ ଜଣ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story