କରୋନାରୁ ୮୮୩୬ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୮୮୩୬ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୫୬୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 8836 Covid patients have recovered and are being discharged on 08.06.2021 1095 from Khordha956 from Cuttack590 from Sundargarh499 from Jajapur490 from Anugul462 from Bhadrak453 from Mayurbhanj405 from […]

Corona1

Corona1

Manoranjan Sial
  • Published: Tuesday, 08 June 2021
  • Updated: 08 June 2021, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୮୮୩୬ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୫୬୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1402239900959735812?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ଅଛନ୍ତି। ଏଠାରୁ ଆଜି ୧୦୯୫ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୯୫୬, ସୁନ୍ଦରଗଡ଼ରୁ ୫୯୦, ଯାଜପୁରରୁ ୪୯୯, ଅନୁଗୋଳରୁ ୪୯୦, ଭଦ୍ରକରୁ  ୪୬୨, ମୟୂରଭଞ୍ଜରୁ ୪୫୩, ପୁରୀରୁ ୪୦୫, କେନ୍ଦ୍ରାପଡ଼ାରୁ ୩୮୪, ବୌଦ୍ଧରୁ ୩୧୦, ବରଗଡ଼ରୁ ୨୭୬, ନୟାଗଡ଼ରୁ ୨୭୩, ଜଗତସିଂହପୁରରୁ ୨୪୨, କୋରାପୁଟରୁ ୨୦୬, ନବରଙ୍ଗପୁରରୁ ୧୯୭, କେନ୍ଦୁଝରରୁ ୧୯୬, ସୋନପୁରରୁ ୧୪୦, ସମ୍ୱଲପୁରରୁ ୧୨୬, ବଲାଙ୍ଗିରିରୁ ୧୧୮, ଝାରସୁଗୁଡ଼ାରୁ ୧୦୮, ଗଞ୍ଜାମରୁ ୧୦୫, ମାଲକାନଗିରି ୧୦୪, ବାଲେଶ୍ୱରରୁ ୧୦୧, ଢେଙ୍କାନାଳରୁ ୯୦, ଗଜପତିରୁ ୮୬, କନ୍ଧମାଳରୁ ୮୬, ରାୟଗଡ଼ରୁ ୮୫, ଦେବଗଡ଼ରୁ ୬୪, ନୂଆପଡ଼ାରୁ ୫୨ ଓ ଷ୍ଟେଟ୍‌ ପୁଲ୍‌ରୁ ୨୨୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1402239905862799363?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story