ଏଟି ଚିଟ୍‌ଫଣ୍ଡ ମାମଲା: ପ୍ରଦୀପ, ମନୋଜଙ୍କ ପରେ ହନିଫ୍‌ଙ୍କୁ ଦଣ୍ଡବିଧାନ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଘୋଟାଲାରେ ଛନ୍ଦି ହୋଇପଡ଼ିଥିବା ଜଣେ ପରେ ଜଣେ ଅଭିଯୁକ୍ତ ଦୋଷ ସ୍ୱୀକାର କରୁଛନ୍ତି। ପୂର୍ବରୁ ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଓ ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଦୋଷ ସ୍ୱୀକାର କରି ଏବେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ଏମାନଙ୍କ ପଥରେ ଆଉ ଜଣେ ଅଗ୍ରସର। ସେ ହେଉଛନ୍ତି ମହମ୍ମଦ ହନିଫ୍‌। ଗତକାଲି ହନିଫ୍‌ ଲିଖିତ ଆକାରରେ ଦୋଷ ସାବ୍ୟସ୍ତ କରିଥିଲେ। ଆଜି ଭୁବନେଶ୍ୱର ସ୍ପେଶାଲ ସିଜେଏମ ସିବିଆଇ […]

chitfund

chitfund

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 09:40 PM IST

Sports

Latest News

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଘୋଟାଲାରେ ଛନ୍ଦି ହୋଇପଡ଼ିଥିବା ଜଣେ ପରେ ଜଣେ ଅଭିଯୁକ୍ତ ଦୋଷ ସ୍ୱୀକାର କରୁଛନ୍ତି। ପୂର୍ବରୁ ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଓ ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଦୋଷ ସ୍ୱୀକାର କରି ଏବେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ଏମାନଙ୍କ ପଥରେ ଆଉ ଜଣେ ଅଗ୍ରସର। ସେ ହେଉଛନ୍ତି ମହମ୍ମଦ ହନିଫ୍‌।

ଗତକାଲି ହନିଫ୍‌ ଲିଖିତ ଆକାରରେ ଦୋଷ ସାବ୍ୟସ୍ତ କରିଥିଲେ। ଆଜି ଭୁବନେଶ୍ୱର ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ ଏହି ମାମଲାକୁ ବିଚାର କରି ହନିଫ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହନିଫ୍‌ଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ସହ ୨୫,୦୦୦ ଟଙ୍କା ଜରିମାନା କରିଛନ୍ତି।

ଏପ୍ରିଲ ୬ ତାରିଖରେ ଏଟିର ମୁଖ୍ୟ ପ୍ରଦୀପ ସେଠୀଙ୍କୁ କୋର୍ଟ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ସେହିପରି କଂପାନୀର ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story