କର୍ଲାପଟାରେ ଆଉ ଏକ ହାତୀର ଜୀବନ ଗଲା, ୧୪ ଦିନରେ ମଲେଣି ୬

ଭବାନୀପାଟଣା (ରାଜକୁମାର ସିଂହଦେଓ): କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ନେଉନି। ଆଜି ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଆର୍ସିସିଏଫ୍ ସୁଦୀପ୍ତ ଦାସ ଏହି ସୂଚନା ଦେଇଛନ୍ତି। ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିଳିଛି। ଏହା ଗତ ୧୪ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୬ଟି ହାତୀଙ୍କ ମୃତ୍ୟୁ ହେଲାଣି। ଅନ୍ୟପକ୍ଷରେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ସମୂହ ଟିକାକରଣ ଆରମ୍ଭ ହୋଇଛି। ଆଖପାଖ ଅଞ୍ଚଳର ସବୁ […]

elephant1

elephant1

Jitendra Garnayak
  • Published: Sunday, 14 February 2021
  • Updated: 14 February 2021, 02:06 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ): କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ନେଉନି। ଆଜି ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଆର୍ସିସିଏଫ୍ ସୁଦୀପ୍ତ ଦାସ ଏହି ସୂଚନା ଦେଇଛନ୍ତି।

ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିଳିଛି। ଏହା ଗତ ୧୪ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୬ଟି ହାତୀଙ୍କ ମୃତ୍ୟୁ ହେଲାଣି।

ଅନ୍ୟପକ୍ଷରେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ସମୂହ ଟିକାକରଣ ଆରମ୍ଭ ହୋଇଛି। ଆଖପାଖ ଅଞ୍ଚଳର ସବୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଟିକା ଦିଆଯାଉଛି। ନଦୀ, ନାଳରେ ବ୍ଲିଚିଂ ପକାଇ ବିଶୁଦ୍ଧ କରାଯାଉଛି। ହାତୀ ମୃତ୍ୟୁ ପଛର କାରଣ ଜାଣିବାକୁ କ୍ୟାମେରା ଲଗାଯିବ ବୋଲି ଗତକାଲି ଡିଏଫ୍‌ଓ କହିଥିଲେ। କର୍ଲାପାଟ ଅଭୟାରଣ୍ୟରେ ଥିବା ୧୭ଟି ହାତୀଙ୍କ ମଧ୍ୟରୁ ୬ଟିର ମୃତ୍ୟୁ ହେଲାଣି।

ସେହିଭଳି ରେଢାଖୋଲ ଡିଭିଜନ୍‌ ନାକଟିଦେଉଳ ରେଞ୍ଜ ଚଡଚଡି ଜଙ୍ଗଲରୁ ମିଳିଥିବା ଛୁଆ ହାତୀର ମୃତ୍ୟୁ ଆନ୍ଥ୍ରାକ୍ସ ଯୋଗୁଁ ହୋଇଥିବା ସନ୍ଦେହ କରୁଛି ବନବିଭାଗ। ଅଧିକ ପରୀକ୍ଷା ପାଇଁ ମୃତ ହାତୀର ମାଂସ ଓ ରକ୍ତ  ନମୂନା ଓୟୁଏଟି ପଠାଯାଇଛି।

ସୂଚନାଯୋଗ୍ୟ, ରେଢ଼ାଖୋଲ ଡିଭିଜନରେ ବର୍ଷକ ଭିତରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ଦୁଇଟି ଆନ୍ଥ୍ରାକ୍ସ ଜନିତ ବୋଲି କହିଛି ବନ ବିଭାଗ। ତେବେ ରିପୋର୍ଟ ଆସିବା ପରେ ଛୁଆ ହାତୀର ମୃତ୍ୟୁ କାରଣ ଜଣାପଡିବ ବୋଲି କହିଛି ବନ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story