ପୁଣି ଜଣେ ନାବାଳକକୁ ଫାଇନ୍‌

ସମ୍ୱଲପୁର (ସଞ୍ଜୟ ଜେନା): ପୁଣି ଜଣେ ନାବାଳକ ଗାଡ଼ି ଚାଳକକୁ ଫାଇନ୍ ହୋଇଛି। ନାବାଳକକୁ ୨୫,୦୦୦ ଟଙ୍କା ଫାଇନ୍ କରିଛି ଟ୍ରାଫିକ୍ ପୁଲିସ। ସେହିପରି ଜଣେ ମଦୁଆ ଡ୍ରାଇଭରକୁ ମଧ୍ୟ ଗିରଫ ହୋଇଛି। ଆଜି ସମ୍ୱଲପୁର ସହର ବୁଢାରଜା ଅଞ୍ଚଳରେ ପରିବହନ ବିଭାଗ ଓ ଟ୍ରାଫିକ ପୁଲିସ ମିଳିତ ଭାବେ ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିଲା। ଏହି ସମୟରେ ଜଣେ ନାବାଳକ ବାଇକ ଚଳାଇ ଆସୁଥିବା ଦେଖି ଟ୍ରାଫିକ୍ ପୁଲିସ ତାଙ୍କୁ ଅଟକାଇଥିଲା। ନାବାଳକ ହୋଇଥିବାରୁ ତାକୁ […]

traffic

traffic

Manoranjan Sial
  • Published: Friday, 06 March 2020
  • Updated: 06 March 2020, 04:40 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ପୁଣି ଜଣେ ନାବାଳକ ଗାଡ଼ି ଚାଳକକୁ ଫାଇନ୍ ହୋଇଛି। ନାବାଳକକୁ ୨୫,୦୦୦ ଟଙ୍କା ଫାଇନ୍ କରିଛି ଟ୍ରାଫିକ୍ ପୁଲିସ। ସେହିପରି ଜଣେ ମଦୁଆ ଡ୍ରାଇଭରକୁ ମଧ୍ୟ ଗିରଫ ହୋଇଛି।

ଆଜି ସମ୍ୱଲପୁର ସହର ବୁଢାରଜା ଅଞ୍ଚଳରେ ପରିବହନ ବିଭାଗ ଓ ଟ୍ରାଫିକ ପୁଲିସ ମିଳିତ ଭାବେ ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିଲା। ଏହି ସମୟରେ ଜଣେ ନାବାଳକ ବାଇକ ଚଳାଇ ଆସୁଥିବା ଦେଖି ଟ୍ରାଫିକ୍ ପୁଲିସ ତାଙ୍କୁ ଅଟକାଇଥିଲା। ନାବାଳକ ହୋଇଥିବାରୁ ତାକୁ ୨୫,୦୦୦ ଟଙ୍କା ଫାଇନ୍ କରିଛି। ଏହା ପୂର୍ବରୁ ଅର୍ଥାତ ଗତକାଲି ଦୁଇ ନାବାଳକ ସ୍କୁଟି ଚଳାଉଥିବାରୁ ସେମାନଙ୍କ ଉପରେ ୬୦,୦୦୦ ଟଙ୍କା ଫାଇନ୍ ହୋଇଥିଲା।

ସେହିପରି ଜଣେ ମଦ୍ୟପ ବାଇକ ଚଳାଇ ଆସୁଥିଲା। ଟ୍ରାଫିକ୍ ପୁଲିସ ତାକୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ସହିତ ମଦ ପିଇଥିବାରୁ ଗିରଫ କରିଥିଲା।

ସୂଚନାରୁ ପ୍ରକାଶ, ନାବାଳକ ଗାଡ଼ି ନଚଳାଇବା ପାଇଁ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ହେଲେ ଏହାକୁ ଅଭିଭାବକମାନେ ଖାତିର କରୁନାହାନ୍ତି। ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ନିଜ ପିଲାଙ୍କ ହାତରେ ଗାଡ଼ି ଧରାଇ ଦେଇଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଆଉ ଅକାଳରେ ଝଡ଼ି ପଡ଼ୁଛନ୍ତି ଛୋଟଛୋଟ୍ ପିଲା। ଏହାକୁ ରୋକିବା ପାଇଁ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଗାଡ଼ି ନଚଳାଇବାକୁ ପରାମର୍ଶ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story