ପଞ୍ଚମ, ଦଶମ ଶ୍ରେଣୀ ଛାତ୍ରଙ୍କୁ ୬୦ ହଜାର ଟଙ୍କା ଫାଇନ୍‌

ସମ୍ୱଲପୁର(ସଞ୍ଜୟ ଜେନା): ପଞ୍ଚମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରଙ୍କୁ ୬୦,୦୦୦ ଟଙ୍କା ଫାଇନ୍‌ ହୋଇଛି। ସେମାନଙ୍କୁ ଫାଇନ୍‌ କରିଛି ସମ୍ୱଲପୁର ଆର୍‌ଟିଓ। ପୁଅ ଗାଡ଼ି ଚଢ଼ିଥିଲା, ଏବେ ବାପ କାନମୁଣ୍ଡ ଆଉଁଶି ଫାଇନ୍‌ ଗଣିବ। ମାର୍ଚ୍ଚ ୧ ତାରିଖଠାରୁ ସମଗ୍ର ରାଜ୍ୟରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ଯେଉଁଥିପାଇଁ ଆଜି ଅଇଁଠାପାଲି ଛକରେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା। ଏହି ସମୟରେ ଜଣେ ପଞ୍ଚମ ଶ୍ରେଣୀରେ ଛାତ୍ର ବିନା ହେଲ୍‌ମେଟ୍‌ରେ ସ୍କୁଟି […]

school

school

Manoranjan Sial
  • Published: Thursday, 05 March 2020
  • Updated: 05 March 2020, 04:13 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ପଞ୍ଚମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରଙ୍କୁ ୬୦,୦୦୦ ଟଙ୍କା ଫାଇନ୍‌ ହୋଇଛି। ସେମାନଙ୍କୁ ଫାଇନ୍‌ କରିଛି ସମ୍ୱଲପୁର ଆର୍‌ଟିଓ। ପୁଅ ଗାଡ଼ି ଚଢ଼ିଥିଲା, ଏବେ ବାପ କାନମୁଣ୍ଡ ଆଉଁଶି ଫାଇନ୍‌ ଗଣିବ।

ମାର୍ଚ୍ଚ ୧ ତାରିଖଠାରୁ ସମଗ୍ର ରାଜ୍ୟରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ଯେଉଁଥିପାଇଁ ଆଜି ଅଇଁଠାପାଲି ଛକରେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା। ଏହି ସମୟରେ ଜଣେ ପଞ୍ଚମ ଶ୍ରେଣୀରେ ଛାତ୍ର ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଯାଉଥିଲେ। ପରିବହନ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ। ନାବାଳକ ହୋଇଥିବାରୁ ୨୫,୦୦୦ ଟଙ୍କା ଓ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦ ଟଙ୍କା ଫାଇନ୍‌ କରାଯାଇଥିଲା। ନାବାଳକଙ୍କ ବାପା ଏବେ ୩୦,୦୦୦ ଟଙ୍କା ଫାଇନ୍‌ ଗଣିବେ।

ଠିକ୍‌ ସେମିତି ଆଉ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ମଧ୍ୟ ଫାଇନ୍‌ ହୋଇଛି। ଛାତ୍ର ଜଣକ ସ୍କୁଟି ଚଳାଇ ଯାଉଥିବା ବେଳେ ଆର୍‌ଟିଓ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ପରେ ତାଙ୍କୁ ଫାଇନ୍‌ କରାଯାଇଥିଲା। ନାବାଳକ ହୋଇଥିବାରୁ ୨୫,୦୦୦ ଟଙ୍କା ଓ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦ ଟଙ୍କା ଫାଇନ୍‌ କରାଯାଇଛି। ଫାଇନ୍‌ ପରେ ଛାତ୍ରଙ୍କ ବାପାଙ୍କ ମୁଣ୍ଡରେ ଚଡକ ପଡ଼ିଛି।

ସୂଚନାରୁ ପ୍ରକାଶ, ନାବାଳକ ଗାଡ଼ି ନଚଳାଇବା ପାଇଁ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ହେଲେ ଏହାକୁ ଅଭିଭାବକମାନେ ଖାତିର କରୁନାହାନ୍ତି। ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ନିଜ ପିଲାଙ୍କ ହାତରେ ଗାଡ଼ି ଧରାଇ ଦେଇଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଆଉ ଅକାଳରେ ଝଡ଼ି ପଡ଼ୁଛନ୍ତି ଛୋଟଛୋଟ୍‌ ପିଲା। ଏହାକୁ ରୋକିବା ପାଇଁ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଗାଡ଼ି ନଚଳାଇବାକୁ ପରାମର୍ଶ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story