ନୀଳଗିରିରେ ଆଉ ଜଣେ ପରୀ

ନୀଳଗିରି(ଓଡ଼ିଶା ରିପୋର୍ଟର): ନୟାଗଡ଼ର ପରୀ ହତ୍ୟା ଘଟଣା ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଜିଲ୍ଲାରୁ ଆସିଛି ଆଉ ଜଣେ ପରୀର କାହାଣୀ। ଗତକାଲି ନୀଳଗିରି ଜଡିବାଲି ଅଞ୍ଚଳରେ JD ଇଟାଭାଟିରେ ଜଣେ  ନାବାଳିକା ଶ୍ରମିକକୁ ଗଣଦୁଷ୍କର୍ମ ପରେ ବିଷ ପିଆଇ ଦେଇଥିବା ଅଭିଯୋଗ ଆସିଥିଲା। ପରେ ନାବାଳିକା ନୀଳଗିରି ଓ ବାଲେଶ୍ୱର ମେଡିକାଲରେ ମୃତ୍ୟବରଣ କରିଥିଲେ। ତେବେ ସମ୍ପର୍କୀୟ  ଦାଦା ଏହି ଅଭିଯୋଗକ୍ରମେ ଥାନାରେ ଏତଲା ହୋଇଥିବା ବେଳେ  ଏହାକୁ […]

rape

rape

Tapas Behera
  • Published: Tuesday, 01 December 2020
  • Updated: 01 December 2020, 07:59 PM IST

Sports

Latest News

ନୀଳଗିରି(ଓଡ଼ିଶା ରିପୋର୍ଟର): ନୟାଗଡ଼ର ପରୀ ହତ୍ୟା ଘଟଣା ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଜିଲ୍ଲାରୁ ଆସିଛି ଆଉ ଜଣେ ପରୀର କାହାଣୀ। ଗତକାଲି ନୀଳଗିରି ଜଡିବାଲି ଅଞ୍ଚଳରେ JD ଇଟାଭାଟିରେ ଜଣେ  ନାବାଳିକା ଶ୍ରମିକକୁ ଗଣଦୁଷ୍କର୍ମ ପରେ ବିଷ ପିଆଇ ଦେଇଥିବା ଅଭିଯୋଗ ଆସିଥିଲା।

ପରେ ନାବାଳିକା ନୀଳଗିରି ଓ ବାଲେଶ୍ୱର ମେଡିକାଲରେ ମୃତ୍ୟବରଣ କରିଥିଲେ। ତେବେ ସମ୍ପର୍କୀୟ  ଦାଦା ଏହି ଅଭିଯୋଗକ୍ରମେ ଥାନାରେ ଏତଲା ହୋଇଥିବା ବେଳେ  ଏହାକୁ ବାପା ମା’ ଖଣ୍ଡନ କରିଥିଲେ। ଘଟଣା ଉଭୟ ମୋଡ଼କୁ ନେଇ ପୁଲିସ ତଦନ୍ତ ଚଲାଇଛି। ଏହାସହ ପୁଲିସ ଜଣଙ୍କୁ ଅଟକବି ରଖିଛି।

ଏହାରି ଭିତରେ ଗୋଟେ କଥା ସ୍ପଷ୍ଟ ଯେ, ନୀଳଗିରିରେ ଛତୁ ଫୁଟିଲା ଭଳି ଗଢି ଉଠିଥିବା ଇଟାଭାଟି ଶିଶୁ ଶ୍ରମିକଙ୍କୁ  ନିଯୁକ୍ତ କରାଯାଉଛି। ତେବେ ଗତକାଲି ଘଟଣା ଘଟିଥିବା ଇଟାଭାଟିରେ ଆଜି ନୀଳଗିରି ପୁଲିସ ସମେତ ବାଲେଶ୍ୱର ପୁଲିସର ଏକ ସ୍ୱତନ୍ତ ଟିମ ଓ ଆସିଷ୍ଟାଣ୍ଟ ଲେବର ଅଫିସର ଓ ଫରେନ୍ସିକ ଟିମ ପହଂଚି ଘଟଣାର ତଦନ୍ତ ଚଲାଇଛନ୍ତି। ସେପଟେ ନୀଳଗିରିରେ ଇଟାଭାଟିରେ ଶିଶୁଶ୍ରମିକ ଘଟଣାକୁ ପ୍ରଶାସନ ଗୁରୁତର ସହ ନେଇ ଇଟା ଭାଟିରେ ଚଢ଼ାଉ କରିବେ ବୋଲି ନୀଳଗିରି ଉପଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story