କରୋନାରେ ଚାଲିଗଲେ ଆଉ ଜଣେ ଯୁବ ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ରାଜ୍ୟର ଆଉ ଜଣେ ଯୁବ ସାମ୍ବାଦିକଙ୍କ ପରଲୋକ ହୋଇଛି। ଟାଇମ୍ସ ଅଫ୍ ଇଣ୍ଡିଆର ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ପ୍ରୀତିମାନ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଇଆଇଏମସି ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି ଏକାଧିକ ପ୍ରିଣ୍ଟମିଡିଆରେ ଦକ୍ଷତାର କାର୍ଯ୍ୟନିର୍ବାହ କରିଥିବା ପ୍ରୀତିମାନ ପରବର୍ତ୍ତୀ ସମୟରେ ଟାଇମସ୍‌ ଅଫ ଇଣ୍ଡିଆରେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ମୃତ୍ୟୁରେ ସାମ୍ବାଦିକ […]

6nm

6nm

Tapas Behera
  • Published: Saturday, 01 May 2021
  • Updated: 01 May 2021, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ରାଜ୍ୟର ଆଉ ଜଣେ ଯୁବ ସାମ୍ବାଦିକଙ୍କ ପରଲୋକ ହୋଇଛି। ଟାଇମ୍ସ ଅଫ୍ ଇଣ୍ଡିଆର ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ପ୍ରୀତିମାନ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଇଆଇଏମସି ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି ଏକାଧିକ ପ୍ରିଣ୍ଟମିଡିଆରେ ଦକ୍ଷତାର କାର୍ଯ୍ୟନିର୍ବାହ କରିଥିବା ପ୍ରୀତିମାନ ପରବର୍ତ୍ତୀ ସମୟରେ ଟାଇମସ୍‌ ଅଫ ଇଣ୍ଡିଆରେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଛି। ଗତକାଲି ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବରୁ  ଅମଜାଦ୍ ବାଦସା, ମାନସ ରଞ୍ଜନ ଜୟପୁରିଆଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos