ବର୍ଷାଙ୍କ ଅଭିଯୋଗକୁ ଭୁଲ ପ୍ରମାଣିତ ପାଇଁ ଅନୁଭବଙ୍କ ଉଦ୍ୟମ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କର ପତ୍ନୀ ବର୍ଷା ଯେଉଁ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି, ତାକୁ ଭୁଲ ପ୍ରମାଣିତ କରିବା ଚେଷ୍ଟାରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଅନୁଭବ। ସୋଶାଲ୍ ମିଡିଆରେ ସେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖାଯାଉଛି ଯେ, ଅନୁଭବଙ୍କ ମାଆ ଓ ବାପାଙ୍କ ସହିତ ବର୍ଷା ବସିଛନ୍ତି ଏବଂ ଘରେ ଗଣେଶ ପୂଜା ହେଉଛି। ଭିଡିଓ ପୋଷ୍ଟ କରି ଅନୁଭବ ଫଲୋୟରଙ୍କୁ ପ୍ରଶ୍ନ କରିଛନ୍ତି, ଏହି […]

anu-1

anu-1

Tapas Behera
  • Published: Tuesday, 08 September 2020
  • Updated: 09 September 2020, 12:18 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କର ପତ୍ନୀ ବର୍ଷା ଯେଉଁ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି, ତାକୁ ଭୁଲ ପ୍ରମାଣିତ କରିବା ଚେଷ୍ଟାରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଅନୁଭବ। ସୋଶାଲ୍ ମିଡିଆରେ ସେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖାଯାଉଛି ଯେ, ଅନୁଭବଙ୍କ ମାଆ ଓ ବାପାଙ୍କ ସହିତ ବର୍ଷା ବସିଛନ୍ତି ଏବଂ ଘରେ ଗଣେଶ ପୂଜା ହେଉଛି। ଭିଡିଓ ପୋଷ୍ଟ କରି ଅନୁଭବ ଫଲୋୟରଙ୍କୁ ପ୍ରଶ୍ନ କରିଛନ୍ତି, ଏହି ଭିଡିଓ ଦେଖି କହିପାରିବେ କି ଯେ, ମ୍ୟାଡାମ ପାରିବାରିକ ହିଂସାରେ ନିର୍ଯାତିତ ହେଉଛନ୍ତି ?

ଏହା ପୂର୍ବରୁ ବର୍ଷା ତାଙ୍କ ଶାଶୂ ଘରେ ଅସୁରକ୍ଷିତ ମନେ କରୁଥିବା ନେଇ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ବେଡରୁମ୍ ଭିତରେ ସେ ଖାଉଥିବାବେଳେ ୨ ଜଣ ଘରେ ଭିଡିଓ ସୁଟ୍ କରିଥିଲେ ବୋଲି ବର୍ଷା ଅଭିଯୋଗ କରିଥିଲେ । ଏହାପରେ ବର୍ଷାଙ୍କ ଅଭିଯୋଗ ଆଧାରରେ ପୋଲିସ ୨ ଯୁବକ ସୁଜିତ ଓ ଖଗେନ୍ଦ୍ରଙ୍କୁ ଡାକି ପୋଲିସ ପଚରାଉଚରା କରିଛି । ଅନ୍ୟପକ୍ଷରେ ବର୍ଷାଙ୍କୁ ନିର୍ଯାତନା ଘଟଣାରେ ଅନୁଭବଙ୍କ ବିରୋଧରେ ତାତିଛି । ବିଜେପି ବିଭିନ୍ନ ସ୍ଥାନରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବଙ୍କ ଇସ୍ତଫା ଦାବି କରି ବିକ୍ଷୋଭ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story