‘କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି’, ଟ୍ୱିଟ୍‌ କଲେ ଅନୁଭବ

କଟକ(ଓଡ଼ିଶା ରିପୋର୍ଟର): “ଗତକାଲି ଘରକୁ ଆସିଥିବା ମାନବାଧିକାର କର୍ମୀମାନେ ମୋ ସହ ପ୍ରତାରଣା କରିଛନ୍ତି। ତଥାକଥିତ ମାନବାଧିକାର କର୍ମୀମାନେ ମୋତେ ଓ ମୋ ବାପା-ମାଙ୍କୁ ଏମିତି ପ୍ରତାରଣା କରିବେ ବୋଲି ଭାବିନଥିଲି। ଏପରିକି ମୋ ବାପା-ମା ଉଭୟ ଅସୁସ୍ଥ ଥିବା ବେଳେ ସେମାନେ ପ୍ରତାରଣା କରିଛନ୍ତି।” ଆଜି ଟ୍ୱିଟ୍‌ କରି ମାନବାଧିକାର କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ମୁଁ ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲି। ମିଡିଆକୁ ମୁଁ […]

anubhav-mohanty

anubhav-mohanty

Manoranjan Sial
  • Published: Friday, 11 September 2020
  • Updated: 11 September 2020, 05:29 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): “ଗତକାଲି ଘରକୁ ଆସିଥିବା ମାନବାଧିକାର କର୍ମୀମାନେ ମୋ ସହ ପ୍ରତାରଣା କରିଛନ୍ତି। ତଥାକଥିତ ମାନବାଧିକାର କର୍ମୀମାନେ ମୋତେ ଓ ମୋ ବାପା-ମାଙ୍କୁ ଏମିତି ପ୍ରତାରଣା କରିବେ ବୋଲି ଭାବିନଥିଲି। ଏପରିକି ମୋ ବାପା-ମା ଉଭୟ ଅସୁସ୍ଥ ଥିବା ବେଳେ ସେମାନେ ପ୍ରତାରଣା କରିଛନ୍ତି।” ଆଜି ଟ୍ୱିଟ୍‌ କରି ମାନବାଧିକାର କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ମୁଁ ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲି। ମିଡିଆକୁ ମୁଁ କିଛି କହିବିନି କି ସେମାନେ କିଛି କହିବେନି ବୋଲି କହିଥିଲେ। କିନ୍ତୁ ସେମାନେ ତାହା ନମାନି କହିଲେ। ଆଉ ଯାହା କହିଲେ ସବୁ ମିଛ କଥା। ମୁଁ ଖୋଲାଖୋଲି ଭାବେ କହିଥିଲି ବର୍ଷାକୁ ଗ୍ରହଣ କରିବୁନି। ମୋତେ ଓ ମୋ ବାପା-ମାଙ୍କୁ ମାରିଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁନି। ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁନି ବୋଲି କହିଥିଲୁ।”

ଏମିତିକି ମାନବାଧିକାର କମିଶନ ସଦସ୍ୟା ବୋଲି କହୁଥିବା ଗୀତାଶ୍ରୀ ମାଡାମଙ୍କର ବର୍ଷା ଏବଂ ତାଙ୍କ ପରିବାର ସହିତ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ଅନୁଭବ।

ସୂଚନାରୁ ପ୍ରକାଶ, ଗତକାଲି ମାନବାଧିକାର କର୍ମୀମାନେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ଘରେ ଭେଟିଥିଲେ। ଏନେଇ ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ କହିଛନ୍ତି, ଗତକାଲି ତାଙ୍କ ଘରକୁ ଯାଇଥିଲୁ ଓ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ଭେଟିଥିଲୁ। ଆଜି ଉଭୟଙ୍କୁ ଏକାଠି ବସାଇ ସମାଧାନର ରାସ୍ତା ବାହାର କରିବାକୁ ଚାହିଁଥିଲୁ। ସାଂସଦ ଆଜି ଆମକୁ ସମୟ ଦେବେ ବୋଲି କହିଥିଲେ। ସେହି ଅନୁସାରେ ଆଜି ତାଙ୍କ ଘରକୁ ଆସିଥିଲେ ମଧ୍ୟ ଅନୁଭବ ଦେଖା ଦେଲେ ନାହିଁ। କେବଳ ବର୍ଷାଙ୍କ ସହ କଥା ହୋଇଥିବା ସେ ସୂଚନା ଦେଇଛନ୍ତି। ସାଂସଦ ଘରେ ଥିଲେ ମଧ୍ୟ ସହଯୋଗୀଙ୍କ ଜରିଆରେ ଦେଖାଦେବାକୁ ମନା କରିଥିଲେ। କାଲି ମିଡିଆରେ ଆମ ମନ୍ତବ୍ୟ ଯୋଗୁଁ ସେ ମର୍ମାହତ ବୋଲି କହିଥିଲେ। ତେବେ ଆମେ ମିଡିଆରେ କିଛି ମନ୍ତବ୍ୟ ଦେଇନୁ। ଉଭୟଙ୍କ ମିଳାମିଶା ଚାହିଁଛୁ ବୋଲି ଗୀତାଶ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story