ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କ ଘଣ୍ଟା ପିଟା ଘଟଣା ପ୍ରତିବାଦରେ ବିଜେପିର ବିକ୍ଷୋଭ

ଅନୁଗୋଳ: ଅନୁଗୁଳରେ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ଘଣ୍ଟା ପିଟାଇ ନିର୍ଯାତନା ଦିଆଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଏପରିକି ଏହି ଘଟଣାରେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ। ଦୋଷୀଙ୍କ ଗିରଫଦାରି ଦାବି କରିଛି ଦଳ। ସେପଟେ ଏହି ଘଟଣାରେ ବନ୍ତଳା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ନିର୍ଯାତନା ଦେଇଥିବା ଅଭିଯୋଗରେ ୫୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗାଁରେ କଙ୍ଗାରୁ କୋର୍ଟ […]

angul

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 10:59 PM IST

ଅନୁଗୋଳ: ଅନୁଗୁଳରେ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ଘଣ୍ଟା ପିଟାଇ ନିର୍ଯାତନା ଦିଆଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଏପରିକି ଏହି ଘଟଣାରେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ। ଦୋଷୀଙ୍କ ଗିରଫଦାରି ଦାବି କରିଛି ଦଳ।

ସେପଟେ ଏହି ଘଟଣାରେ ବନ୍ତଳା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ନିର୍ଯାତନା ଦେଇଥିବା ଅଭିଯୋଗରେ ୫୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଗାଁରେ କଙ୍ଗାରୁ କୋର୍ଟ ବସାଇ ଦଣ୍ଡବିଧାନ କରିଥିବା ଗାଁ ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟମାନଙ୍କ ନାଁରେ ଏହି ମାମଲା ଦାଏର ହୋଇଛି।

Related story