ଜଳିଗଲା ଟ୍ୟାଙ୍କର ଓ ଟ୍ରକ୍‌ 

ଅନୁଗୋଳ: ଜଳିଗଲା ଟ୍ୟାଙ୍କର ଓ ଟ୍ରକ୍‌। ଆଜି ଭୋରରେ ଅନୁଗୋଳର ନାକଚି ସ୍ଥିତ ଏକ ଢାବା ସମ୍ମୁଖରେ ଏହି ଦୁଇଟି ଗାଡ଼ି ଜଳି ଯାଇଛି।  ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ। ସେତେବେଳକୁ ଦୁଇଟି ଯାକ ଗାଡ଼ି ପୂରା ଜଳି ଯାଇଥିଲା।

accident

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 09:20 AM IST

Related story