ରାଜ୍ୟ ସରକାରଙ୍କ ଟିକା ଟେଣ୍ଡର ଫେଲ ପରେ ଏମିତି କହିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟ ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିବା ଏକ ଅପରିପକ୍ୱ ନିଷ୍ପତ୍ତି।  ଖୋର୍ଦ୍ଧାରେ ଏକ ରକ୍ତଦାନ ଶିବିର ଉଦ୍‌ଘାଟନ ଅବସରରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ କରୋନା ଟିକାର ଖୋଲା ବଜାର ବ୍ୟବସ୍ଥା କରାଗଲା । ହେଲେ ବର୍ତ୍ତମାନ କହୁଛନ୍ତି କେନ୍ଦ୍ର ସରକାର ଏହା କରନ୍ତୁ । ତାମାନେ ରାଜ୍ୟ ସରକାରଙ୍କ ଅପାରଗତା ରହିଛି […]

aparajita

aparajita

Tapas Behera
  • Published: Wednesday, 02 June 2021
  • Updated: 02 June 2021, 03:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟ ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିବା ଏକ ଅପରିପକ୍ୱ ନିଷ୍ପତ୍ତି।  ଖୋର୍ଦ୍ଧାରେ ଏକ ରକ୍ତଦାନ ଶିବିର ଉଦ୍‌ଘାଟନ ଅବସରରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ କରୋନା ଟିକାର ଖୋଲା ବଜାର ବ୍ୟବସ୍ଥା କରାଗଲା । ହେଲେ ବର୍ତ୍ତମାନ କହୁଛନ୍ତି କେନ୍ଦ୍ର ସରକାର ଏହା କରନ୍ତୁ । ତାମାନେ ରାଜ୍ୟ ସରକାରଙ୍କ ଅପାରଗତା ରହିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରକୁ ଲେଖିଥିବା ଚିଠି ଉପରେ କେନ୍ଦ୍ର ସରକାର କଣ ପଦକ୍ଷେପ ନେବେ ତାହା ଆଗକୁ ଜଣାପଡିବ ବୋଲି କହିଛନ୍ତି ଅପରାଜିତା । ତେବେ ଏନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି।

ସୂଚନା ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ୱ୍ୟ ମନ୍ତ୍ରୀ ଡଃ ହର୍ଷବଦ୍ଧନଙ୍କୁ ଚିଠି ଲେଖି ଓଡ଼ିଶା ସରକାର କୋଭିଡ୍ ଟିକା ପାଇଁ ଡାକିଥିବା ଗ୍ଲୋବାଲ ଟେଣ୍ଡରରେ ଶିରମ ଇନଷ୍ଟିଚ୍ୟୁଟ(କୋଭିଶିଲଡ) ଓ ଭାରତ ବାୟୋଟେକ(କୋଭାକ୍ସିନ)ରେ ସାମିଲ ହୋଇନାହାନ୍ତି ବୋଲି ଜଣାଇଛନ୍ତି। ଏପରିକି ଏହି ଦୁଇ କମ୍ପାନୀ ପ୍ରି-ବିଡ୍ ବୈଠକରେ ମଧ୍ୟ ସାମିଲ ହୋଇ ନାହାନ୍ତି।

ତା’ଛଡ଼ା ବିଦେଶୀ ଟିକା କମ୍ପାନୀ ଫାଇଜର ଓ ମଡେର୍ଣ୍ଣା ମଧ୍ୟ ଟିକା ଯୋଗାଇବା ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି । ତେଣୁ କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ କୋଭିଡ୍ ଟିକା କ୍ରୟ କଲେ ତାହା ତ୍ୱରିତ୍ ଓ ଅପେକ୍ଷାକୃତ କମ୍ ଦରରେ ସମ୍ଭବପର ହୋଇପାରିବ। ଓଡ଼ିଶା ସରକାର ଏହି ଟିକାବାବଦ ଖର୍ଚ୍ଚ ନିଜ ସମ୍ବଳରୁ ଦେବାକୁ ରାଜି ଅଛନ୍ତି ।

ତେଣୁ ଟିକା ଦାନ ନୀତିରେ ରାଜ୍ୟକୁ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ଢଙ୍ଗରେ ଟିକାକରଣ କରିବାକୁ ସୁଯୋଗ ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ରାଜ୍ୟର ଅଧିକାଂଶ ପାହାଡ଼ିଆ ଅଂଚଳ ହୋଇଥିବାରୁ ସେଠାରେ ଇଣ୍ଟରନେଟ ନଥିବାରୁ ବାଧ୍ୟତାମୂଳକ ଅନଲାଇନ ପଞ୍ଜିକରଣ ନିୟମକୁ କୋହଳ କରିବା ସହ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଟିକାକରଣରେ ପ୍ରାଥମିକତା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story