ସଂସଦରେ ସ୍ମାର୍ଟସିଟିର ଜଳବନ୍ଦୀ କଥା ଉଠାଇଲେ ଅପରାଜିତା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସଂସଦରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି,“ ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରନ୍ତୁ।” ସେ ଆହୁରି କହିଛନ୍ତି,“ ମୁଖ୍ୟ ଡ୍ରେନ୍‌ ଗୁଡ଼ିକ ଜବରଦଖଲ ହୋଇଯାଇଥିବାରୁ  ଜଳ ନିଷ୍କାସନ ହୋଇପାରୁନି। ଏହାସହ ଗଙ୍ଗୁଆ ନଦୀ ପୋତି ହୋଇଥିବାରୁ  ମଧ୍ୟ ଜଳ ନିଷ୍କାସନ ‌ଅସୁବିଧା ସୃଷ୍ଟି […]

df

df

Tapas Behera
  • Published: Tuesday, 02 July 2019
  • Updated: 02 July 2019, 10:03 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସଂସଦରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି,“ ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରନ୍ତୁ।”

ସେ ଆହୁରି କହିଛନ୍ତି,“ ମୁଖ୍ୟ ଡ୍ରେନ୍‌ ଗୁଡ଼ିକ ଜବରଦଖଲ ହୋଇଯାଇଥିବାରୁ  ଜଳ ନିଷ୍କାସନ ହୋଇପାରୁନି। ଏହାସହ ଗଙ୍ଗୁଆ ନଦୀ ପୋତି ହୋଇଥିବାରୁ  ମଧ୍ୟ ଜଳ ନିଷ୍କାସନ ‌ଅସୁବିଧା ସୃଷ୍ଟି ହେଉଛି।”  ଏଥିପାଇଁ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story