ବିକ୍ଷୋଭକୁ ବିରୋଧୀ ଉସକାଉଛନ୍ତି : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅଗ୍ନିପଥ’ ଏକ ଭଲ ଯୋଜନା। ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତେ ସହଯୋଗ କରିବା କଥା। କିନ୍ତୁ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭକାରୀଙ୍କୁ ଏହା ବିରୋଧରେ ଉସୁକାଉଛନ୍ତି।  ‘ଅଗ୍ନିପଥ’ ଯୋଜନା ଉପରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ଦେଶର ନାଗରିକ ଭାବେ କହିବି, ଅଗ୍ନିପଥ ଯୋଜନା ବହୁତ ଭଲ ଯୋଜନା । ଆଉ ବହୁତ ଭଲ ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର […]

Aparajita Sarangi

Aparajita Sarangi

Ordigital Desk
  • Published: Saturday, 18 June 2022
  • Updated: 18 June 2022, 08:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅଗ୍ନିପଥ’ ଏକ ଭଲ ଯୋଜନା। ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତେ ସହଯୋଗ କରିବା କଥା। କିନ୍ତୁ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭକାରୀଙ୍କୁ ଏହା ବିରୋଧରେ ଉସୁକାଉଛନ୍ତି।  ‘ଅଗ୍ନିପଥ’ ଯୋଜନା ଉପରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସେ କହିଛନ୍ତି, ଦେଶର ନାଗରିକ ଭାବେ କହିବି, ଅଗ୍ନିପଥ ଯୋଜନା ବହୁତ ଭଲ ଯୋଜନା । ଆଉ ବହୁତ ଭଲ ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଏହି ଯୋଜନା ଆଣିଛନ୍ତି । ଆମେ ସମସ୍ତେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା କଥା । ବିଭିନ୍ନ ଜାଗାରେ ହିଂସା ଘଟଣା ଆମେ ଦେଖୁଛୁ । ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କୁହାଯିବ । ଯୋଜନାକୁ କାର୍ଯ୍ୟକାରୀ କରିବା ଏକ ସାମୂହିକ ଦାୟିତ୍ବ। ଉଭୟ ବିରୋଧୀ ଓ ଶାସକଙ୍କ ସହ ବିଭିନ୍ନ ବର୍ଗର ଲୋକ ମିଳିତ ଭାବେ ଏଥିନିମନ୍ତେ ଉଦ୍ୟମ କରିବା କଥା । ପିଲାଙ୍କୁ ବୁଝାଇବା କଥା । ଅବସରପ୍ରାପ୍ତ ସେନାଧିକାରୀଙ୍କ ଠାରୁ ନେଇ କାର୍ଯ୍ୟରତ ସେନାଧିକାରୀଙ୍କ ପରାମର୍ଶ ଓ ବିଭିନ୍ନ ଦେଶର ମଡେଲକୁ ଦୃଷ୍ଟିରେ ରଖି ଅଗ୍ନିପଥ ଯୋଜନା ଲାଗୁ କରିବା ଲାଗି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ୪ ବର୍ଷ ଦେଶ ସେବା କରିବା ପରେ ଯେଉଁ ୭୫ ପ୍ରତିଶତ ସେନାରୁ ବାହାରିବେ,ସୋମାନଙ୍କ ମନରେ ଚାକିରିକୁ ନେଇ ଯେଉଁ ଚିନ୍ତା ଅଛି, ତାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି । ପୁଲିସରେ ସେମାନଙ୍କୁ ପ୍ରାଥମିକତା ଦିଆଯିବ । ଯେଉଁଠି ଲାଗିବ କିଛି ପରିବର୍ତ୍ତନର ଆବଶ୍ୟକତା ଅଛି କେନ୍ଦ୍ର ସରକାର ତାକୁ ସେତିକି ଗୁରୁତ୍ବ ଦେଇ ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନେବେ ।“

ଅଗ୍ନିପଥ ବିରୋଧରେ ଦେଶରେ ଯେଉଁ ପ୍ରକାର ବିକ୍ଷୋଭ ଚାଲିଛି, ତାହା ସ୍ୱତ୍ତଃସ୍ଫୁତ ଭାବେ ଚାଲୁ ନାହିଁ ବୋଲି କହିଛନ୍ତି ଅପରାଜିତା । ସେ କହିଛନ୍ତି, “ ଏହାକୁ କେଉଁଠି ନା କେଉଁଠି ବିରୋଧୀ ଦଳ ଉସକାଉଛନ୍ତି । ଯେଉଁମାନେ ବିରୋଧ କରୁଛି ସେମାନେ ତାଙ୍କ କଥା ଶାନ୍ତ ମନରେ କୁହନ୍ତୁ । କେନ୍ଦ୍ର ସରକାର ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ । ଆମେ ସମସ୍ତେ ସମସ୍ୟାର ସମାଧାନ ଚାହୁଁଛୁ । ଆମେ ତମ ସାଙ୍ଗରେ ଠିଆ ହୋଇଛୁ। “

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story