ରାଜଧାନୀ ଛାତି ଉପରେ ଯୁବକଙ୍କ ଗୁଣ୍ଡାରାଜ, ଜାଳିଦେଲେ ସ୍କର୍ପିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯୁବକ ଏକ ସ୍କର୍ପିଓରେ ଲଗାଇ ଦେଲେ ନିଆଁ । ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଗାଡ଼ି। ବିଚ୍‌ ରାସ୍ତାରେ କିଛି ଯୁବକ ଚଳାଇଲେ ଗୁଣ୍ଡାରାଜ, ହେଲେ ମାତ୍ର ଅଳ୍ପ ଦୂରରେ ଥାଇ ବି ଠିକ୍‌ ସମୟରେ ପହଞ୍ଚି ପାରିଲାନି ପୁଲିସ୍‌ । ସବୁ କିଛି ସରିବା ପରେ ଚିରାଚରିତ ଭାବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ରାଜଧାନୀର ଡେଲଟା ଛକରେ ଥିବା […]

car

car

Niharika Rout
  • Published: Tuesday, 21 June 2022
  • Updated: 21 June 2022, 11:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯୁବକ ଏକ ସ୍କର୍ପିଓରେ ଲଗାଇ ଦେଲେ ନିଆଁ । ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଗାଡ଼ି। ବିଚ୍‌ ରାସ୍ତାରେ କିଛି ଯୁବକ ଚଳାଇଲେ ଗୁଣ୍ଡାରାଜ, ହେଲେ ମାତ୍ର ଅଳ୍ପ ଦୂରରେ ଥାଇ ବି ଠିକ୍‌ ସମୟରେ ପହଞ୍ଚି ପାରିଲାନି ପୁଲିସ୍‌ । ସବୁ କିଛି ସରିବା ପରେ ଚିରାଚରିତ ଭାବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ରାଜଧାନୀର ଡେଲଟା ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଗତକାଲି ସନ୍ଧ୍ୟାରେ ଘଟିଛି ଏପରି ଅଭାବନୀୟ ଘଟଣା । ମାତ୍ର କିଏ ଓ କାହିଁକି ନିଆଁ ଲଗାଇଲା ଜଣାପଡିନାହିଁ । ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖିଛି।

ଏହି କାଣ୍ଡ ପଛରେ କେବିଏନ୍‌ ଗ୍ରୁପ ସଦସ୍ୟ ସାମିଲ ଥିବା ଅନୁମାନ କରାଯାଉଛି। ସେମାନେ ପୁଣି ଥରେ ନିଜ ଦବଦବା ଜାହିର କରିବାକୁ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଘଟଣା ପରେ ରାଜଧାନୀର କମିଶନରେଟ ପୁଲିସ୍‌ର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଗତକାଲି ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀଙ୍କ ଗୋଟିଏ ଗାଡିକୁ  ରାସ୍ତା ଉପରେ ହିଁ ଜାଳିଦେଲେ। ତେବେ ଗାଡ଼ିଟି କାହାର, ମାଲିକ କେଉଁଠି ସେ ନେଇ ମଧ୍ୟ ମିଳିପାରିନି ସୂଚନା ।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରୁଥିବା ବେଳେ ସ୍କର୍ପିଓରେ ନିଆଁ ଲାଗିବା ପୂର୍ବର ଭିଡିଓ ସାମନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି, ପ୍ରାୟ ୫ରୁ ୧୦ ଜଣ ଦୁର୍ବୃତ୍ତ ଗାଡି ପାଖକୁ ଆସି ହୋହାଲ୍ଲା କରୁଛନ୍ତି । ଏହାପରେ ସେମାନେ ଗାଡିକୁ ଭଙ୍ଗାରୁଜା କରୁଛନ୍ତି । ପୁଲିସ୍‌ ଏବେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏହା ପଛରେ ସେମାନଙ୍କ ହାତ ଅଛି ନା ନାହିଁ ତାହାର ତଦନ୍ତ ଚଳାଇଛି ପୁଲିସ୍‌ ।

ତେବେ ଏପରି କାଣ୍ଡ ପଛରେ କେବିଏନ୍‌ ଗ୍ରୁପର ହାତ ଥିବା ଅନୁମାନ କରାଯାଉଛି। ଏହି ଗ୍ରୁପ୍‌ର ବହୁ ସଦସ୍ୟଙ୍କୁ ପୁଲିସ୍‌ ପୂର୍ବରୁ ଗୋଡ଼ାଇ ଗୋଡ଼ାଇ ଗିରଫ କରିଥିଲେ ମଧ୍ୟ ଏବେ ସେମାନେ ପୁଣି ଥରେ  ନିଜ ଦବଦବା ଜାହିର କରିବାକୁ ଉଦ୍ୟମ କରୁଥିବା ଅନୁମାନ କରାଯାଉଛି।

https://youtu.be/f6KXLQIx2yo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story