ମାଓବାଦୀଙ୍କ ସହିଦ ସ୍ତମ୍ଭ ଉଡ଼ାଇ ଦେଲେ ଯବାନ

ମାଲକାନଗିରି(ଓଡ଼ିଶା ରିପୋର୍ଟର):ଛତିଶଗଡ଼ରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଧ୍ୱଂସ। ମାଓବାଦୀଙ୍କ ସହିଦ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ଯବାନ। ବୋମା ପକାଇ ତାକୁ ପୁରା ମାଟିରେ ମିଶାଇ ଦିଆଯାଇଛି।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଅରନପୁର ଥାନା ପୋଟାଲି ମିଲକାନା ପାରା ଅଞ୍ଚଳରେ ମାଓବାଦୀଙ୍କ ଏହି ସହିଦ ସ୍ତମ୍ଭ ଥିଲା । ଦନ୍ତେୱାଡ଼ା ପୋଲିସ ଓ ସିଆରପିଏଫ୍ ଯବାନ କମ୍ବିଂ ବେଳେ ଏହାକୁ ଦେଖିବା ପରେ ବୋମା ଲଗାଇ ତାକୁ ପୁରା ଉଡ଼ାଇ ଦେଇଛନ୍ତି।  ଏହା ସହିତ […]

6543

6543

Tapas Behera
  • Published: Sunday, 17 November 2019
  • Updated: 17 November 2019, 04:11 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର):ଛତିଶଗଡ଼ରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଧ୍ୱଂସ। ମାଓବାଦୀଙ୍କ ସହିଦ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ଯବାନ। ବୋମା ପକାଇ ତାକୁ ପୁରା ମାଟିରେ ମିଶାଇ ଦିଆଯାଇଛି।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଅରନପୁର ଥାନା ପୋଟାଲି ମିଲକାନା ପାରା ଅଞ୍ଚଳରେ ମାଓବାଦୀଙ୍କ ଏହି ସହିଦ ସ୍ତମ୍ଭ ଥିଲା । ଦନ୍ତେୱାଡ଼ା ପୋଲିସ ଓ ସିଆରପିଏଫ୍ ଯବାନ କମ୍ବିଂ ବେଳେ ଏହାକୁ ଦେଖିବା ପରେ ବୋମା ଲଗାଇ ତାକୁ ପୁରା ଉଡ଼ାଇ ଦେଇଛନ୍ତି।  ଏହା ସହିତ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story