ସେନାର ପୂର୍ବତନ ଅଫିସରଙ୍କୁ ପିଟିଦେଲା ଟ୍ରକ୍

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ୱର ରେମୁଣା ଗୋଲେଇ ରିଲାଏନ୍ସ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରକ ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପୁରୀ ଜିଲ୍ଲା ଦତ୍ତତୋଟା ଗାଁର ବିଜୟ କୁମାର ଦାସ। ବାଲେଶ୍ଵର ରେମୁଣା ଗୋଲେଇରେ ଥିବା ଜ୍ୱାଇଁ ଘରକୁ ସେ ବୁଲିବାକୁ ଆସିଥିଲେ।  ତେବେ ଫାଣ୍ଡି ଛକ ବଜାରରୁ ଫଳ କିଣି ଘରକୁ ଫେରୁଥିବାବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଆଉ ସେଇଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ ସେନାର ପୂର୍ବତନ ଡେପୁଟି କମାଣ୍ଡର […]

p-11

Tapas Behera
  • Published: Monday, 26 August 2019
  • , Updated: 26 August 2019, 09:14 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ୱର ରେମୁଣା ଗୋଲେଇ ରିଲାଏନ୍ସ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରକ ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପୁରୀ ଜିଲ୍ଲା ଦତ୍ତତୋଟା ଗାଁର ବିଜୟ କୁମାର ଦାସ। ବାଲେଶ୍ଵର ରେମୁଣା ଗୋଲେଇରେ ଥିବା ଜ୍ୱାଇଁ ଘରକୁ ସେ ବୁଲିବାକୁ ଆସିଥିଲେ।

 ତେବେ ଫାଣ୍ଡି ଛକ ବଜାରରୁ ଫଳ କିଣି ଘରକୁ ଫେରୁଥିବାବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଆଉ ସେଇଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ ସେନାର ପୂର୍ବତନ ଡେପୁଟି କମାଣ୍ଡର ଥିଲେ। ପୁଲିସ ଘଟଣା ସ୍ଥଳରୁ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲରେ ଭର୍ତ୍ତି କରିଛି ।

Related story