ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା:ମୁମ୍ୱାଇ ମଡେଲ ପ୍ରୀତି ଭାଟିଆଙ୍କ ଜାମିନ ଆବେଦନ ଶୁଣାଣି ବାଟ ଫିଟିଲା

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇ ମଡେଲ ପ୍ରୀତି ଭାଟିଆଙ୍କ ଜାମିନ୍ ଶୁଣାଣି ପାଇଁ ବାଟ ଫିଟିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ସେ ଶୁକ୍ରବାର ଭୁବନେଶ୍ୱର ସ୍ପେଶାଲ ସିଜେଏମଙ୍କ କୋର୍ଟରେ ୧କୋଟି ୧୭ଲକ୍ଷ ୮୩ହଜାର ଟଙ୍କ।ର ଏକ ଡ୍ରାଫ୍ଟ ଦାଖଲ କରିଛନ୍ତି। ଗତମାସ ୧ ତାରିଖରେ ପ୍ରୀତିଙ୍କ ବେଲ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା। ଏଥିରେ ର୍କୋଟ ତାଙ୍କୁ ଏହି ପରିମାଣର ଟଙ୍କ। ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏବେ ସେ ଟଙ୍କ। […]

BHATIA

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 03:13 AM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇ ମଡେଲ ପ୍ରୀତି ଭାଟିଆଙ୍କ ଜାମିନ୍ ଶୁଣାଣି ପାଇଁ ବାଟ ଫିଟିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ସେ ଶୁକ୍ରବାର ଭୁବନେଶ୍ୱର ସ୍ପେଶାଲ ସିଜେଏମଙ୍କ କୋର୍ଟରେ ୧କୋଟି ୧୭ଲକ୍ଷ ୮୩ହଜାର ଟଙ୍କ।ର ଏକ ଡ୍ରାଫ୍ଟ ଦାଖଲ କରିଛନ୍ତି। ଗତମାସ ୧ ତାରିଖରେ ପ୍ରୀତିଙ୍କ ବେଲ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା। ଏଥିରେ ର୍କୋଟ ତାଙ୍କୁ ଏହି ପରିମାଣର ଟଙ୍କ। ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏବେ ସେ ଟଙ୍କ। ଦାଖଲ କରିସାରିଥିବାରୁ ତାଙ୍କର ଜାମିନ୍ ଆବେଦନର ଶୁଣାଣି କରାଯିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ୬ଜଣଙ୍କୁ ଜାମିନ୍ ମିଳି ସାରିଛି।

Related story