ମୁହଁ ଖୋଲିଲେ ଭର୍ତ୍ତୃହରି: କହିଲେ ଯେଉଁମାନେ ମୋ ଲେଖାକୁ ନିନ୍ଦା କରିଛନ୍ତି ସେମାନେ ବର୍ଷା ଦିନିଆ  ପୋକ

କଟକ:ସମ୍ବାଦପତ୍ରରେ ପ୍ରକାଶିତ ନିଜ ଆଲେଖ୍ୟକୁ ନେଇ  ବିଜେଡି ନେତାଙ୍କ ଜୋରଦାର ସମାଲୋଚନା ପରେ ପୁଣି ମୁହଁ ଖୋଲିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । କହିଛନ୍ତି ଯେଉଁମାନେ ଏହାର ନିନ୍ଦା କରିଛନ୍ତି ସେମାନେ ବର୍ଷା ଦିନିଆ ପୋକ। ସେ ଆହୁରୀ କହିଛନ୍ତି ଯେ, ତାଙ୍କ ଅନୁପସ୍ଥିତିରେ ସମାଲୋଚନା କରାଯାଇଛି । ତେବେ ତାଙ୍କ ପ୍ରତି ଓ ଦଳ ପ୍ରତି ଯେଉଁମାନଙ୍କର ଶ୍ରଦ୍ଧା ଅଛି ସେମାନେ ଲେଖାକୁ ସମର୍ଥନ କରିଥିବା ଭର୍ତ୍ତୃହରି କହିଛନ୍ତି । ବିଜେଡିରେ ସ୍ପଷ୍ଟ ମତ ଦେବାର […]

bhrturi

Rakesh Mallick
  • Published: Sunday, 07 May 2017
  • , Updated: 07 May 2017, 08:12 PM IST

କଟକ:ସମ୍ବାଦପତ୍ରରେ ପ୍ରକାଶିତ ନିଜ ଆଲେଖ୍ୟକୁ ନେଇ  ବିଜେଡି ନେତାଙ୍କ ଜୋରଦାର ସମାଲୋଚନା ପରେ ପୁଣି ମୁହଁ ଖୋଲିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । କହିଛନ୍ତି ଯେଉଁମାନେ ଏହାର ନିନ୍ଦା କରିଛନ୍ତି ସେମାନେ ବର୍ଷା ଦିନିଆ ପୋକ। ସେ ଆହୁରୀ କହିଛନ୍ତି ଯେ, ତାଙ୍କ ଅନୁପସ୍ଥିତିରେ ସମାଲୋଚନା କରାଯାଇଛି । ତେବେ ତାଙ୍କ ପ୍ରତି ଓ ଦଳ ପ୍ରତି ଯେଉଁମାନଙ୍କର ଶ୍ରଦ୍ଧା ଅଛି ସେମାନେ ଲେଖାକୁ ସମର୍ଥନ କରିଥିବା ଭର୍ତ୍ତୃହରି କହିଛନ୍ତି । ବିଜେଡିରେ ସ୍ପଷ୍ଟ ମତ ଦେବାର ସୁଯୋଗ ରହିଛି ଏବଂ ସେ ପ୍ରକାଶ୍ୟରେ ଓ ନିଭୃତରେ ଯାହା କହିବା କଥା କହି ସାରିଛନ୍ତି ସେ ଗୋଟିଏ ଦଳରେ ଅଛନ୍ତି, ଅନ୍ୟ ଦଳ ପ୍ରତି କାହିଁକି ଆକର୍ଷିତ ହେବେ ବୋଲି  ପ୍ରଶ୍ନ ଉଠାଇଥିଲେ। ତେବେ ଭର୍ତ୍ତୃହରିଙ୍କ ଏହି ମନ୍ତବ୍ୟକୁ ଗୁରୁତ୍ୱ ଦେଇନାହାନ୍ତି ଦଳୀୟ ମୁଖପାତ୍ର।

Related story