ଅରୁଣ କୁମାର ରାୟ ହେଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ତଥା ସ୍ୱତନ୍ତ୍ର ଡିଜି ଅରୁଣ କୁମାର ରାୟ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ହୋମ୍‌ଗାଡ଼ କମାଣ୍ଡିଂ ଜେନେରାଲ ଓ ସିଭିଲ୍‌ ଡିଫେନ୍ସ ନିର୍ଦ୍ଦେଶକ ଭଳି ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି। ଏବେ ସେ ସ୍ୱତନ୍ତ୍ର ଡିଜି(କମ୍ୟୁନିକେଶନ୍‌) ଭାବେ କାର୍ଯ୍ୟ କରୁଛନ୍ତି। ଏହି ଦାୟତ୍ୱ ସହ ଉପରୋକ୍ତ ଦାୟିତ୍ୱ ଗୁଡ଼ିକୁ ସେ ଅତିରିକ୍ତ ଭାବେ ତୁଲାଇବେ। ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ ଆଜି ଚାକିରିରୁ […]

ips

ips

Ordigital Desk
  • Published: Tuesday, 30 November 2021
  • Updated: 30 November 2021, 11:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ତଥା ସ୍ୱତନ୍ତ୍ର ଡିଜି ଅରୁଣ କୁମାର ରାୟ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ହୋମ୍‌ଗାଡ଼ କମାଣ୍ଡିଂ ଜେନେରାଲ ଓ ସିଭିଲ୍‌ ଡିଫେନ୍ସ ନିର୍ଦ୍ଦେଶକ ଭଳି ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି। ଏବେ ସେ ସ୍ୱତନ୍ତ୍ର ଡିଜି(କମ୍ୟୁନିକେଶନ୍‌) ଭାବେ କାର୍ଯ୍ୟ କରୁଛନ୍ତି। ଏହି ଦାୟତ୍ୱ ସହ ଉପରୋକ୍ତ ଦାୟିତ୍ୱ ଗୁଡ଼ିକୁ ସେ ଅତିରିକ୍ତ ଭାବେ ତୁଲାଇବେ।

ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ ଆଜି ଚାକିରିରୁ ଅବସର ନେଇଥିବାରୁ ଏହି ପଦବୀ ଖାଲି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story