ପଦ୍ମଶ୍ରୀ ଗ୍ରହଣ କଲେ ଅରୁଣା, ଜିତେନ୍ଦ୍ରୀୟ, ସାଧୁ ମେହେର ଓ ମୁକୁଟ୍ ମିଞ୍ଜ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ସମ୍ମାନଜନକ ପଦ୍ମ ପୁରସ୍କାର। ଏଥିରେ ଚାରି ଜଣ ଓଡ଼ିଆ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ସେମାନେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସାଧୁ ମେହେର, କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରିପାଲ ଓ ଡାକ୍ତର ମୁକୁଟ ମିଞ୍ଜ୍। ସେହିପରି ଅଲିମ୍ପିଆନ୍ ଦୀପା କର୍ମକାର, ଅଲିମ୍ପିକ୍ ବ୍ରୋଞ୍ଜ୍ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକ, ଜଣାଶୁଣା ସେଫ୍ ସଞ୍ଜୀବ କପୁର, ବଲିଉଡ୍ ଗାୟକ କୈଳାସ ଖେର୍ ପ୍ରମୁଖ ପଦ୍ମ ପୁରସ୍କାର […]

padmaawrdee

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 10:18 PM IST

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ସମ୍ମାନଜନକ ପଦ୍ମ ପୁରସ୍କାର। ଏଥିରେ ଚାରି ଜଣ ଓଡ଼ିଆ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ସେମାନେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସାଧୁ ମେହେର, କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରିପାଲ ଓ ଡାକ୍ତର ମୁକୁଟ ମିଞ୍ଜ୍।

ସେହିପରି ଅଲିମ୍ପିଆନ୍ ଦୀପା କର୍ମକାର, ଅଲିମ୍ପିକ୍ ବ୍ରୋଞ୍ଜ୍ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକ, ଜଣାଶୁଣା ସେଫ୍ ସଞ୍ଜୀବ କପୁର, ବଲିଉଡ୍ ଗାୟକ କୈଳାସ ଖେର୍ ପ୍ରମୁଖ ପଦ୍ମ ପୁରସ୍କାର ପାଇଛନ୍ତି।

Related story