ଓଡ଼ିଶା ଫେରିଲେ ଅରବିନ୍ଦ ଓ ଅଶ୍ୱଥି, ଆସନ୍ତା ସପ୍ତାହରେ ଆସିବେ ଉଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡ଼ରର ୨ଜଣ ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ଓ ଏସ୍ ଅଶ୍ୱଥି ଓଡ଼ିଶା ଫେରିଛନ୍ତି । ଆସନ୍ତା ସପ୍ତାହରେ ଆଇଏଏସ୍ ଉଷା ପାଢ଼ୀ ଓଡ଼ିଶା ଫେରିବେ । ଏହି ୩ ଜଣ ବରିଷ୍ଠ ଆଇଏଏସ୍ ଫେରିବା ଓ କିଛି ଆଇଏଏସ୍ ଏବେ କେନ୍ଦ୍ରୀୟ ଡେପୁଟେସନରେ ଯିବାର ଥିବାରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇପାରେ ବୋଲି ସୂଚନା ମିଳିଛି । ରାଜ୍ୟ ସାଧାରଣ ପ୍ରଶାସନ […]

Arabinda Padhi

Arabinda Padhi

Ordigital Desk
  • Published: Tuesday, 02 August 2022
  • Updated: 02 August 2022, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡ଼ରର ୨ଜଣ ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ଓ ଏସ୍ ଅଶ୍ୱଥି ଓଡ଼ିଶା ଫେରିଛନ୍ତି । ଆସନ୍ତା ସପ୍ତାହରେ ଆଇଏଏସ୍ ଉଷା ପାଢ଼ୀ ଓଡ଼ିଶା ଫେରିବେ । ଏହି ୩ ଜଣ ବରିଷ୍ଠ ଆଇଏଏସ୍ ଫେରିବା ଓ କିଛି ଆଇଏଏସ୍ ଏବେ କେନ୍ଦ୍ରୀୟ ଡେପୁଟେସନରେ ଯିବାର ଥିବାରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇପାରେ ବୋଲି ସୂଚନା ମିଳିଛି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ପାଢ଼ୀ ନିଜର କେନ୍ଦ୍ରୀୟ ଡେପୁଟେସନ ସାରି ଗତକାଲି ଓଡ଼ିଶା ସରକାରରେ ଯୋଗ ଦେଇଛନ୍ତି । ସେହିପରି ୨୦୦୩ ବ୍ୟାଚ୍ ଆଇଏଏସ୍ ଏସ୍ ଅଶ୍ୱଥି ମଧ୍ୟ କେନ୍ଦ୍ରୀୟ ଡେପୁଟେସନ ଅବଧି ସମାପ୍ତ କରି ଓଡ଼ିଶା ଫେରିଛନ୍ତି । ଏହି ଦୁଇ ଅଫିସର ୨୦୧୫ ଜୁନ୍ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଓ ସେମାନେ ୭ବର୍ଷର ଡେପୁଟେସନ ଅବଧି ଶେଷ କରି ଓଡ଼ିଶା ଫେରିଛନ୍ତି । ଏହି ୨ ଅଫିସରଙ୍କ ସହ ଯାଇଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀ ଆସନ୍ତା ସପ୍ତାହରେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ମତ୍ସ୍ୟ ଓ ପଶୁସମ୍ପଦ ସଚିବ ୧୯୯୭ ବ୍ୟାଚ୍ ଆଇଏଫଏସ୍ ଆର ରଘୁପ୍ରସାଦଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବାରୁ ସେ ଆସନ୍ତା ସପ୍ତାହରେ ଓଡ଼ିଶା ଛାଡ଼ିବେ । ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଓ ତାଙ୍କ ପତ୍ନୀ ଆଇଏଏସ୍ ରଞ୍ଜନା ଚୋପ୍ରା, ପଂଚାୟତିରାଜ ସଚିବ ଅଶୋକ କୁମାର ମୀନା, ଅର୍ଥ ସଚିବ ବିଶାଳ ଦେବ କେନ୍ଦ୍ରୀୟ ଡେପୁଟେସନରେ ଯିବାର ସମ୍ଭାବନା ରହିଛି । ତେଣୁ ରାଜ୍ୟ ସରକାର ଆସନ୍ତା ସପ୍ତାହରେ ସଚିବସ୍ତରରେ ବଡ଼ଧରଣର ଅଦଳବଦଳ କରିପାରନ୍ତି ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story