ମୁଖ୍ୟମନ୍ତ୍ରୀ ପାପର ପ୍ରାୟଶ୍ଚିତ କରିଛନ୍ତି: ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପୁରୀ ସ୍ୱର୍ଗଦ୍ୱାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ଘୋଷଣା କରି ୨୦ ବର୍ଷର ପାପର ପ୍ରାୟଶ୍ଚିତ କରିଛନ୍ତି। କଂଗ୍ରେସ ନେତା ତଥା ସଂସ୍କୃତି ସୁରକ୍ଷା ଆନ୍ଦୋଳନର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି କଥା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି। ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ କହିବା ଅନୁସାରେ ୪ କୋଟି ଓଡ଼ିଆଙ୍କ ତୀର୍ଥ କ୍ଷେତ୍ର ପୁରୀର ସ୍ୱର୍ଗଦ୍ୱାରକୁ ଅନଧିକାର ଭାବେ ଜବରଦଖଲ କରି ବିଜୁ ସମାଧିସ୍ଥଳ ପ୍ରତିଷ୍ଠା କରାଯାଇଛି। ଯାହାକୁ ବିରୋଧ […]

7654

7654

Tapas Behera
  • Published: Monday, 04 November 2019
  • Updated: 04 November 2019, 09:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପୁରୀ ସ୍ୱର୍ଗଦ୍ୱାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ଘୋଷଣା କରି ୨୦ ବର୍ଷର ପାପର ପ୍ରାୟଶ୍ଚିତ କରିଛନ୍ତି। କଂଗ୍ରେସ ନେତା ତଥା ସଂସ୍କୃତି ସୁରକ୍ଷା ଆନ୍ଦୋଳନର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି କଥା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ କହିବା ଅନୁସାରେ ୪ କୋଟି ଓଡ଼ିଆଙ୍କ ତୀର୍ଥ କ୍ଷେତ୍ର ପୁରୀର ସ୍ୱର୍ଗଦ୍ୱାରକୁ ଅନଧିକାର ଭାବେ ଜବରଦଖଲ କରି ବିଜୁ ସମାଧିସ୍ଥଳ ପ୍ରତିଷ୍ଠା କରାଯାଇଛି।

ଯାହାକୁ ବିରୋଧ କରି ୧୯୯୯ ମସିହାରେ ପୁରୀର କିଛି ସ୍ୱେଚ୍ଛାସେବୀ ରମେଶ ଚନ୍ଦ୍ର ସିହ୍ନା, ବିକାଶ ଶତପଥି, ଲକ୍ଷ୍ମୀନାରାୟଣ ତ୍ରିପାଠୀ ପୁରୀର ସିଭିଲ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯାହାର ନିଷ୍ପତ୍ତି ସରକାର ତଥା ପୁରୀ ମ୍ୟୁନିସିପାଲିଟି ବିରୋଧରେ ଯାଇଥିଲା ଏବଂ ବିଜୁ ସମାଧି ଭାଙ୍ଗିବା ପାଇଁ ଅଦାଲତ ଆଦେଶ ଦେଇଥିଲେ।

ପରେ ଅଦାଲତଙ୍କ ଆଦେଶ ବିରୁଦ୍ଧରେ ସରକାର ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କଠାରେ ଯେଉଁ ଅପିଲ୍ କରିଥିଲେ, ତାହା ମଧ୍ୟ ୨୦୧୪ ମସିହାରେ ସରକାରଙ୍କ ବିରୁଦ୍ଧରେ ଯାଇଥିଲା।

ଅଦାଲତ ତଳ କୋର୍ଟର ନିଷ୍ପତ୍ତିରେ ମୋହର ଦେବା ପରେ ସରକାର ଜିଲ୍ଲା ଜଜ୍‌ଙ୍କ ନିକଟରେ ଅପିଲରେ ରହିଛନ୍ତି। ଆଗକୁ ନିଷ୍ପତ୍ତି ସରକାରଙ୍କ ବିରୁଦ୍ଧରେ ଯିବାର ଆଶଙ୍କା କରି ମୁଖ୍ୟମନ୍ତ୍ରୀ ବିଜୁ ସମାଧି ହଟାଇ ଦେବାର ନିଷ୍ପତ୍ତି ନେବା ସହ ସ୍ୱର୍ଗଦ୍ୱାର ପାଇଁ ୫ କୋଟି ଟଙ୍କା ଘୋଷଣା କରି ବାହା ବାଃ ନେବାର ଅପଚେଷ୍ଟା କରିଛନ୍ତି।

୨୦ ବର୍ଷ ଧରି କରିଥିବା ପାପ ପାଇଁ ପ୍ରାୟଶ୍ଚିତ ସ୍ୱରୂପ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ଖର୍ଚ୍ଚ ଦେଇଛନ୍ତି ବୋଲି ଆର୍ଯ୍ୟ ଜ୍ଞାନେନ୍ଦ୍ର କଟାକ୍ଷ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story