ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆଜି ୨ରୁ ୩ ଡିଗ୍ରୀ କମିପାରେ ତାତି

ଭୁବନେଶ୍ୱର:ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆଜି ୨ରୁ ୩ ଡିଗ୍ରୀ ତାତି କମିବାର ଆଶା କରାଯାଉଛି। ଟ୍ରପଲାଇନ୍ ପ୍ରଭାବରେ ଆସନ୍ତାକାଲି ବା ୨୮ ତାରିଖରେ କାଳ ବୈଶାଖୀ ବର୍ଷା ହୋଇପାରେ । ବର୍ଷା ପ୍ରଭାବରେ ସମାନ୍ୟ ତାତି କମିଲେ ବି ୩୧ ବା ଜୁନ୍ ୧ ଯାଏଁ ତାତି ରହିପାରେ। ଆଭ୍ୟନ୍ତରୀଣ ଓଡିଶାରେ ୪୫ ରୁ ୪୬ ଡିଗ୍ରୀ ତାପମାତ୍ରା ରହିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରେଡ ବକ୍ସ ପାଇଁ […]

summer

summer

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 09:48 AM IST

Sports

Latest News

ଭୁବନେଶ୍ୱର:ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆଜି ୨ରୁ ୩ ଡିଗ୍ରୀ ତାତି କମିବାର ଆଶା କରାଯାଉଛି। ଟ୍ରପଲାଇନ୍ ପ୍ରଭାବରେ ଆସନ୍ତାକାଲି ବା ୨୮ ତାରିଖରେ କାଳ ବୈଶାଖୀ ବର୍ଷା ହୋଇପାରେ । ବର୍ଷା ପ୍ରଭାବରେ ସମାନ୍ୟ ତାତି କମିଲେ ବି ୩୧ ବା ଜୁନ୍ ୧ ଯାଏଁ ତାତି ରହିପାରେ। ଆଭ୍ୟନ୍ତରୀଣ ଓଡିଶାରେ ୪୫ ରୁ ୪୬ ଡିଗ୍ରୀ ତାପମାତ୍ରା ରହିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରେଡ ବକ୍ସ ପାଇଁ ସତର୍କ ରହିବା ସହ ଆତଙ୍କିତ ନ ହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

andhra

ସୂଚନାଯୋଗ୍ୟ ଯେ,ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ଉପକୂଳ ଆନ୍ଧ୍ର ପାଇଁ ଏଇ ରେଡ୍ ବକ୍ସ ଆଲର୍ଟ ଜାରି କରିଥିଲେ ଭାରତୀୟ ପାଣିପାଗ ବିଭାଗ। କହିଥିଲେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ତ୍ରାହି ମିଳିବାର ସମ୍ଭାବନା ନାହିଁ। ତେବେ ୨୭ ତାରିଖ ଯାଏ ସ୍ଥିତି ଅଧିକ ଭୟଙ୍କର ରହିବ। ରେଡ୍ ବକ୍ସ ଚେତାବନୀ ଜାରି କରାଯିବା ଅର୍ଥ- ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ। ନିରନ୍ତର ଭାବେ ଅତ୍ୟନ୍ତ ଶୁଷ୍କ ଗରମ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେବ। ଏଭଳି ସ୍ଥିତିରେ ଶରୀରରୁ ଜଳୀୟ ଅଂଶ କମିଯିବା ସହ ଅଂଶୁଘାତ ଭଳି ସ୍ଥିତିକୁ ଆହୁରି ବଢ଼ାଇଦେବ। ତେଣୁ ଏଥିପାଇଁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ପୂର୍ବନୁମାନ କରିଥିଲେ।

ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱର ତାପମାତ୍ରା ବି ୪୫ ଡିଗ୍ରୀକୁ ଅତିକ୍ରମ କରିଥିଲା। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଅନୁଗୁଳର ତାପମାତ୍ରା ୪୭ ଡିଗ୍ରୀ ଛୁଇଁଥିଲା। ଏପରିକି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ ଏସବୁ ସ୍ଥାନରେ ଆଜି ସ୍ଥିତି ଆହୁରି ବିଗିଡିବାର ଆଶଙ୍କ। ଥିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା ଲୋକଙ୍କୁ ଆତଙ୍କିତ କରିଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story