ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ୨୪ ତାରିଖରେ ଅନୁଷ୍ଠିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ମଧ୍ୟ ଯୋଗ ଦେବାର ସୂଚନା ମିଳିଛି। ନବୀନଙ୍କ ଏହି ଗସ୍ତ ସମୟରେ  ସେ ଅନ୍ୟ କେତେକ କାର୍ଯ୍ୟକ୍ରମରେ  ମଧ୍ୟ ଯୋଗଦେବାର ରହିଛି। ଦିଲ୍ଲୀ ଗସ୍ତ ସାରି ୨୭ ତାରିଖରେ ନବୀନ ଓଡ଼ିଶା ଫେରିବେ।

naveen

Rakesh Mallick
  • Published: Friday, 22 April 2016
  • , Updated: 23 April 2016, 02:01 AM IST

Related story