ଆସନ୍ତାକାଲି ପାଳିତ ହେବ ଇଦ୍‌

କଟକ: ଆସନ୍ତାକାଲି ପାଳିତ ହେବ ଇଦ୍। କଟକ ଅଂଜୁମନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। କମିଟି ସଭାପତି ୱାଜେହୁଲ୍‌ କମର୍‌ ଏହି ସୂଚନା ଦେଇଛନ୍ତି। ମେଘୁଆ ପାଗ ଯୋଗୁ ଇଦ୍‌ କା ଚାନ୍ଦ ଦର୍ଶନ ହୋଇନପାରିବାରୁ ଆଜି ଚାନ୍ଦ ଦର୍ଶନ ପରେ ଆସନ୍ତାକାଲି ସାରା ରାଜ୍ୟରେ  ଇଦ୍ ପାଳନ ହେବ ବୋଲି କଟକ ଦିୱାନ ବଜାର ସ୍ଥିତ ଏହି ଚାନ୍ଦ କମିଟି ପକ୍ଷରୁ କୁହାଯାଇଛି। ଚାନ୍ଦ କମିଟିର ଏହି  ନିଷ୍ପତ୍ତି ପରେ  ଇସଲାମ୍‌ ଧର୍ମାବଲମ୍ବୀ […]

idi

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 09:13 AM IST

କଟକ: ଆସନ୍ତାକାଲି ପାଳିତ ହେବ ଇଦ୍। କଟକ ଅଂଜୁମନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। କମିଟି ସଭାପତି ୱାଜେହୁଲ୍‌ କମର୍‌ ଏହି ସୂଚନା ଦେଇଛନ୍ତି। ମେଘୁଆ ପାଗ ଯୋଗୁ ଇଦ୍‌ କା ଚାନ୍ଦ ଦର୍ଶନ ହୋଇନପାରିବାରୁ ଆଜି ଚାନ୍ଦ ଦର୍ଶନ ପରେ ଆସନ୍ତାକାଲି ସାରା ରାଜ୍ୟରେ  ଇଦ୍ ପାଳନ ହେବ ବୋଲି କଟକ ଦିୱାନ ବଜାର ସ୍ଥିତ ଏହି ଚାନ୍ଦ କମିଟି ପକ୍ଷରୁ କୁହାଯାଇଛି। ଚାନ୍ଦ କମିଟିର ଏହି  ନିଷ୍ପତ୍ତି ପରେ  ଇସଲାମ୍‌ ଧର୍ମାବଲମ୍ବୀ ପରିବାରରେ ଇଦ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

Related story