ଆସନ୍ତାକାଲି ମୌସୁମୀ ଅଧିବେଶନ: ବ୍ରହ୍ମବିଭ୍ରାଟ ପ୍ରସଙ୍ଗ ଉଠାଇବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ଦଳ ପ୍ରାଥମିକତା ଦେଇ ଉଠାଇବ ବୋଲି ଆଲୋଚନା ହୋଇଛି। ଏହାବାଦ୍  ସାରଥି ଓ କେନ୍ଦ୍ରାପଡ଼ା ଇସ୍ୟୁ, ବେଲବାହାଲି ଓ ବାଣୀବିହାର ପ୍ରସଙ୍ଗକୁ ନେଇ ଆଇନଶୃଙ୍ଖଳା କଥା ଉଠାଇବ ବିଜେପି। ଏହାଛଡ଼ା ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଗୃହରେ ଉଠାଇବାକୁ ସ୍ଥିର ହୋଇଛି। ବୈଠକରେ ଦଳର […]

bjp1

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 04:24 PM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ଦଳ ପ୍ରାଥମିକତା ଦେଇ ଉଠାଇବ ବୋଲି ଆଲୋଚନା ହୋଇଛି। ଏହାବାଦ୍  ସାରଥି ଓ କେନ୍ଦ୍ରାପଡ଼ା ଇସ୍ୟୁ, ବେଲବାହାଲି ଓ ବାଣୀବିହାର ପ୍ରସଙ୍ଗକୁ ନେଇ ଆଇନଶୃଙ୍ଖଳା କଥା ଉଠାଇବ ବିଜେପି। ଏହାଛଡ଼ା ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଗୃହରେ ଉଠାଇବାକୁ ସ୍ଥିର ହୋଇଛି। ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

Related story