ଆସନ୍ତାକାଲିଠାରୁ ବୁର୍ଲା ଭିମସାର ଜୁନିୟର ଡାକ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ସମ୍ୱଲପୁର: ୯ ଦଫା ଦାବିରେ ଆସନ୍ତାକାଲିଠାରୁ ବୁର୍ଲା ଭିମସାର ଜୁନିୟର ଡାକ୍ତର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ଆଜି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଭିମସାର ଜୁନିୟର ଡାକ୍ତର ସଂଘ ସଭାପତି ଶଙ୍କର ରାମଚନ୍ଦାନୀ ସୂଚନା ଦେଇଛନ୍ତି। ଯଦି ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ କାର୍ଯ୍ୟ ବନ୍ଦରେ ଜୁନିୟର ଡାକ୍ତର ସଂଘ, ହାଉସ ସର୍ଜନ ଓ ମେଡିକାଲ ଛାତ୍ରଛାତ୍ରୀ ସାମିଲ ହେବେ ବୋଲି ସେ କହିଛନ୍ତି। ଗତ ୪ […]

docter

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 02:40 PM IST

ସମ୍ୱଲପୁର: ୯ ଦଫା ଦାବିରେ ଆସନ୍ତାକାଲିଠାରୁ ବୁର୍ଲା ଭିମସାର ଜୁନିୟର ଡାକ୍ତର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ଆଜି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଭିମସାର ଜୁନିୟର ଡାକ୍ତର ସଂଘ ସଭାପତି ଶଙ୍କର ରାମଚନ୍ଦାନୀ ସୂଚନା ଦେଇଛନ୍ତି। ଯଦି ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ କାର୍ଯ୍ୟ ବନ୍ଦରେ ଜୁନିୟର ଡାକ୍ତର ସଂଘ, ହାଉସ ସର୍ଜନ ଓ ମେଡିକାଲ ଛାତ୍ରଛାତ୍ରୀ ସାମିଲ ହେବେ ବୋଲି ସେ କହିଛନ୍ତି।

ଗତ ୪ ତାରିଖ ଦିନ ସଂଘ ଭିମସାରର ନିର୍ଦ୍ଦେଶକ ମେଡିକାଲ କଲେଜ ଅଧ୍ୟକ୍ଷ ଓ ହସପିଟାଲ ଅଧୀକ୍ଷକଙ୍କ ସହ ଏ ନେଇ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ।

Related story