ଆସନ୍ତାକାଲି ଶ୍ରାବଣ ତୃତୀୟ ସୋମବାର: ଗଡଗଡିଆରେ କାଉଡିଆଙ୍କ ଭିଡ

କଟକ: ରାତି ପାହିଲେ ଶ୍ରାବଣ ମାସର ତୃତୀୟ ସୋମବାର। ଦେବ ଦେବ ମହାଦେବଙ୍କ ନିକଟରେ ଜଳାଭିଷେକ ଲାଗି ଜଳ ଉଠାଇବାକୁ ମହାନଦୀର ଗଡଗଡିଆ ଘାଟରେ କାଉଡିଆଙ୍କ ଭିଡ ଜମିଛି। ରବିବାରୁ ସକାଳୁ ହଜାର ହଜାର ସଂଖ୍ୟାର  କାଉଡିଆ ବାଲିରେ ଶିବ ଲିଙ୍ଗ ପ୍ରତିଷ୍ଠା କରିବା ସହ କାଉଡି ମାନେ ମହାନଦୀରୁ  ପବିତ୍ର ଜଳ ନେଇ ନିଜ ନିଜ ମାନସିକ  ଶିବାଳୟକୁ ଯାଉଛନ୍ତି। ବିଶ୍ୱାସ ରହିଛି ଶ୍ରାବଣ ମାସରେ ମହାଦେବଙ୍କ ଉପରେ ଜଳଲାଗି କଲେ କୋଟି ଜନ୍ମର ପୁଣ୍ୟ […]

kaudia

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 01:50 PM IST

କଟକ: ରାତି ପାହିଲେ ଶ୍ରାବଣ ମାସର ତୃତୀୟ ସୋମବାର। ଦେବ ଦେବ ମହାଦେବଙ୍କ ନିକଟରେ ଜଳାଭିଷେକ ଲାଗି ଜଳ ଉଠାଇବାକୁ ମହାନଦୀର ଗଡଗଡିଆ ଘାଟରେ କାଉଡିଆଙ୍କ ଭିଡ ଜମିଛି। ରବିବାରୁ ସକାଳୁ ହଜାର ହଜାର ସଂଖ୍ୟାର  କାଉଡିଆ ବାଲିରେ ଶିବ ଲିଙ୍ଗ ପ୍ରତିଷ୍ଠା କରିବା ସହ କାଉଡି ମାନେ ମହାନଦୀରୁ  ପବିତ୍ର ଜଳ ନେଇ ନିଜ ନିଜ ମାନସିକ  ଶିବାଳୟକୁ ଯାଉଛନ୍ତି। ବିଶ୍ୱାସ ରହିଛି ଶ୍ରାବଣ ମାସରେ ମହାଦେବଙ୍କ ଉପରେ ଜଳଲାଗି କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ।

Related story