ମହଙ୍ଗା ପଡ଼ିଲା କାର୍ଯ୍ୟର ଅବହେଳା, ୩ ପୁଲିସ୍‌ କର୍ମଚାରୀ ନିଲମ୍ୱିତ

ରାୟଗଡ଼ା (ମାଉଡି ବାରିକ): ମହଙ୍ଗା ପଡ଼ିଲା କାର୍ଯ୍ୟର ଅବହେଳା। ୩ ପୁଲିସ୍‌ କର୍ମଚାରୀ ନିଲମ୍ୱିତ। ଥାନା ଏଏସ୍‌ଆଇ ମନୋଜ ମଲ୍ଲିକ, କନଷ୍ଟେବଲ ରଙ୍ଗାରାଓ ମାଣ୍ଡାଙ୍ଗି ଓ ଡମ୍ବୁରୁ ପିଡିଆକାଙ୍କୁ ନିଲମ୍ୱିତ କରିଛନ୍ତି ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା। ନିୟମଗିରି ପାହାଡ ଉପରେ ଲମ୍ବା ଗାଁର ଲୋକମାନେ ପୂଜା ଅର୍ଚ୍ଚନା କରୁଥିଲେ। ସେହି ପୂଜାରେ ପାର୍ଶାଲି ପଞ୍ଚାୟତ ଲାମ୍ବା ଗାଁର ଡମ୍ବୁ ପୁସିକା ଓ ତାଙ୍କ ସାନଭାଇ ମିନ୍ଦୁରୁ ପୁସିକା ସାମିଲ୍‌ ହୋଇଥିଲେ। ପୂଜା ଚାଲିଥିବା ବେଳେ ଭାଇଙ୍କ […]

Kalyansinghpur

Kalyansinghpur

Manoranjan Sial
  • Published: Monday, 02 January 2023
  • Updated: 02 January 2023, 04:02 PM IST

Sports

Latest News

ରାୟଗଡ଼ା (ମାଉଡି ବାରିକ): ମହଙ୍ଗା ପଡ଼ିଲା କାର୍ଯ୍ୟର ଅବହେଳା। ୩ ପୁଲିସ୍‌ କର୍ମଚାରୀ ନିଲମ୍ୱିତ। ଥାନା ଏଏସ୍‌ଆଇ ମନୋଜ ମଲ୍ଲିକ, କନଷ୍ଟେବଲ ରଙ୍ଗାରାଓ ମାଣ୍ଡାଙ୍ଗି ଓ ଡମ୍ବୁରୁ ପିଡିଆକାଙ୍କୁ ନିଲମ୍ୱିତ କରିଛନ୍ତି ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା।

ନିୟମଗିରି ପାହାଡ ଉପରେ ଲମ୍ବା ଗାଁର ଲୋକମାନେ ପୂଜା ଅର୍ଚ୍ଚନା କରୁଥିଲେ। ସେହି ପୂଜାରେ ପାର୍ଶାଲି ପଞ୍ଚାୟତ ଲାମ୍ବା ଗାଁର ଡମ୍ବୁ ପୁସିକା ଓ ତାଙ୍କ ସାନଭାଇ ମିନ୍ଦୁରୁ ପୁସିକା ସାମିଲ୍‌ ହୋଇଥିଲେ। ପୂଜା ଚାଲିଥିବା ବେଳେ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଣିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯାଇଥିଲା ଡମ୍ୱୁ। ଆଉ ନିଜ ସାନ ଭାଇ ମିନ୍ଦୁରୁଙ୍କୁ ହତ୍ୟା କରିଦେବ ବୋଲି ଧମକ ଦେଇଥିଲା। ୨୭ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ମିନ୍ଦୁରୁଙ୍କୁ ଡମ୍ବୁ ପୁସିକା ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ହତ୍ୟା ନେଇ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଡମ୍ୱୁକୁ ରାତିରେ ଉଠାଇ ଆଣି ଥାନାରେ ପଚରା ଉଚରା କରୁଥିଲା। ୨୮ ତାରିଖ ସକାଳେ ଶୌଚ କରିବାକୁ ଯାଇ ଚମ୍ପଟ ମାରିଥିଲା ଡମ୍ୱୁ। ଇତି ମଧ୍ୟରେ ୪ ଦିନ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ୍‌ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନାହିଁ। ଏହି ଖବର ପ୍ରଚାରିତ ହେବା ପରେ ନାନା ସମାଲୋଚନାରେ ଶିକାର ହେଉଥିଲା ପୁଲିସ୍‌। କାର୍ଯ୍ୟର ଅବହେଳା ପାଇଁ ଥାନା ଏଏସ୍‌ଆଇ, ଦୁଇ କନ୍‌ଷ୍ଟେବଲଙ୍କୁ ନିଲମ୍ୱିତ କରିଛନ୍ତି ରାୟଗଡା ଏସ୍‌ପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story