ମହିଳାଙ୍କୁ ଏସିଡ୍‌ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ମହିଳାଙ୍କୁ ଏସିଡ୍‌ ଆକ୍ରମଣ । ରାଉରକେଲାର ଉଦିତ୍‌ନାରାୟଣ ପୁଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି। ପୀଡ଼ିତା ଜଣକ ହେଲେ ଗୀତା ସେଠି। ସମ୍ପୃକ୍ତ ପୀଡ଼ିତାଙ୍କୁ ରାଉରକେଲା ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ୨ ଜଣ ପଡ଼ୋଶୀଙ୍କୁ ଅଟକ ରଖିଛି। ପଡ଼ୋଶୀଙ୍କ ମଧ୍ୟରେ କଳହକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଛି।

p90

Tapas Behera
  • Published: Sunday, 05 May 2019
  • , Updated: 05 May 2019, 04:33 PM IST

Related story