ଗୋଇଠା ସହ ନିର୍ମମ ମାଡ଼ ମାରି ଫସିଗଲେ ମହିଳା ଆଇଆଇସି

କେନ୍ଦୁଝର(ପ୍ରଣୟ ପାଣି): ଘଟଣା ସମାଧାନ କରିବା ପରିବର୍ତ୍ତେ ଜଣେ ଯୁବକଙ୍କୁ ଥାନାରେ ନିର୍ଘାତ ମାଡ଼ ମାରିଥିବା କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ IIC ସଂଧ୍ୟାରାଣୀ ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ଘଟଣାର ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ। ୪ ସପ୍ତାହରେ ରିପୋର୍ଟ ଦେବାକୁ କେନ୍ଦୁଝର ଏସ୍‌ପି ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପୀଡ଼ିତ ଯୁବକଙ୍କୁ ତୁରନ୍ତ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ। ଏହି ଅର୍ଥ ଆଇଆଇସିଙ୍କ ଦରମାରୁ କାଟିବାକୁ ନିର୍ଦ୍ଦେଶ […]

iic-kendujhar

iic-kendujhar

Manoranjan Sial
  • Published: Tuesday, 19 May 2020
  • Updated: 21 May 2020, 10:20 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଘଟଣା ସମାଧାନ କରିବା ପରିବର୍ତ୍ତେ ଜଣେ ଯୁବକଙ୍କୁ ଥାନାରେ ନିର୍ଘାତ ମାଡ଼ ମାରିଥିବା କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ IIC ସଂଧ୍ୟାରାଣୀ ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ଘଟଣାର ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ। ୪ ସପ୍ତାହରେ ରିପୋର୍ଟ ଦେବାକୁ କେନ୍ଦୁଝର ଏସ୍‌ପି ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପୀଡ଼ିତ ଯୁବକଙ୍କୁ ତୁରନ୍ତ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ। ଏହି ଅର୍ଥ ଆଇଆଇସିଙ୍କ ଦରମାରୁ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ସଚିବ ଓ ଡିଜିପିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।

ଜମିରେ ବିବାଦକୁ ନେଇ ସାହାରପଡ଼ା ବ୍ଲକର ପ୍ରଭାସରଭା ଗାଁର ରାଜୁ ମହାନ୍ତି ଓ ତାଙ୍କ ଦାଦାଙ୍କ ବିବାଦ ଲାଗି ରହିଥିଲା। ଏନେଇ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଆଇଆଇସି ସନ୍ଧ୍ୟାରାଣୀ ଜେନା ରାଜୁକୁ ଥାନାକୁ ଆଣିଥିଲେ। ପରେ ଥାନା ଭିତରେ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପ୍ରବଳ ମାଡ଼ ମାରିଥିଲେ। ଏପରି ଗୋଇଠା ମଧ୍ୟ ମାରିଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଆଜି ରାଜ୍ୟ ମାନବାଧିକାର କମିଶନ ଘଟଣାକୁ ଗୁରୁତର ସହ ନେଇ ଏସ୍‌ପି ଓ ଆଇଆଇସିଙ୍କୁ ଜବାବ ତଲବ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story