ଗୃହରେ ଚାଷୀ ତାତି: ଶାସକ-ବିରୋଧୀ ମୁହାଁମୁହିଁ, ୪ଟା ଯାଏ ମୁଲତବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ସମସ୍ୟାକୁ ନେଇ ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ପ୍ରଥମାର୍ଦ୍ଧରେ ଗୃହ ଚାଲିବା ସମ୍ଭବପର ହୋଇପାରି ନାହିଁ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଚାଷୀ ସମସ୍ୟାକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡି ମଧ୍ୟ […]

pic

pic

Ordigital Desk
  • Published: Friday, 25 November 2022
  • Updated: 25 November 2022, 01:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ସମସ୍ୟାକୁ ନେଇ ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ପ୍ରଥମାର୍ଦ୍ଧରେ ଗୃହ ଚାଲିବା ସମ୍ଭବପର ହୋଇପାରି ନାହିଁ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଚାଷୀ ସମସ୍ୟାକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡି ମଧ୍ୟ ହଟ୍ଟଗୋଳ କରିଥିଲେ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ବିଜେପି ଓ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଚାଷୀ ସମସ୍ୟା ନେଇ ହଟ୍ଟଗୋଳ କରିଥିଲେ। ପ୍ରଶ୍ନ କାଳ ଆରମ୍ଭ ପାଇଁ ବାଚସ୍ପତି ଉଦ୍ୟମ ଆରମ୍ଭ କରିଥିଲେ ବି ହଟ୍ଟଗୋଳ ଯୋଗୁ ତାହା ସମ୍ଭବ ହୋଇ ପାରି ନ ଥିଲା। ବାଚସ୍ପତି ଗୃହକୁ ସଙ୍ଗେସଙ୍ଗେ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାରୁ ବାହାରି ବିଜେଡି ସଦସ୍ୟମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ ବିଜେପି ସଦସ୍ୟମାନେ ଗୃହ ବାହାରେ ବ୍ୟାନର ଓ ପୋଷ୍ଟର ଧରି ବିକ୍ଷୋଭ କରିଥିଲେ।

ବିଜେପି ଅଭିଯୋଗ କରିଛି ଯେ, ଇନପୁଟ ସବସିଡି ଦେବାରେ ବିଳମ୍ବ, ମଣ୍ଡି ଅବ୍ୟବସ୍ଥା, ସଫଳ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ୁଛି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଇନପୁଟ ସବସିଡି ବିଳମ୍ବ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।  ଅର୍ଚ୍ଚନା ନାଗ ପେଡ଼ି ଖୋଲିଯିବା ଭୟରେ ଶାସକ ବିଜେଡି ସଦସ୍ୟମାନେ ଏଭଳି ଗୃହରେ ହଟ୍ଟଗୋଳ କରିଥିଲେ। ଚାଷୀମାନଙ୍କ ସମସ୍ୟା ଦୂର କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।
https://youtu.be/lS_eJyhfXXE

ସେହିପରି ବିଜେପି ସଦସ୍ୟ ମୁକେଶ ମହାଲିକ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା ଦୂର କରିବାରେ ଶାସକ ବିଜେଡି ବିଫଳ ହୋଇଛି। ବିଜେଡି ଜାଣିଶୁଣି ଗୃହରେ ହଟ୍ଟଗୋଳ କରୁଛି। ସେପଟେ ବିଜେଡି ସଦସ୍ୟମାନେ ଚାଷୀ ସମସ୍ୟା ଓ ଫସଲ ବୀମା ମିଳିବାରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି ରାଜଭବନ ଯାଇ ସ୍ମାରକପତ୍ର ଦେଇଥିବା ଜଣାଯାଇଛି।

https://youtu.be/N7niMdFW6Ww

ଅନ୍ୟପକ୍ଷେ, ରାଜସ୍ପ ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଫସଲ ବୀମା ଯୋଜନାରେ ବୀମା ଟଙ୍କା ହଡ଼ପ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସଠିକ ପରିମାଣରେ ବୃଦ୍ଧି ନ ହେବା, ସାରର ଅଭାବ ଓ ଏଫସିଆଇ ଚାଉଳରେ ପାତର ଅନ୍ତର କରାଯାଉଛି।

ସୂଚନାଯୋଗ୍ୟ, ଗୃହ ସାଢେ ୧୧ଟା ବେଳେ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍କତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
https://youtu.be/OZYAFeCEgV4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story