ସେପ୍ଟେମ୍ବର ୭ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୭ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୨୧  ଯାଏଁ ଚାଲିବ। ଏଥର ମୌସୁମୀ ଅଧିବେଶନରେ ମୋଟ ୧୦ଟି କାର୍ଯ୍ୟ ଦିବସ ରହିଛି।

assembly

Rakesh Mallick
  • Published: Friday, 19 August 2016
  • , Updated: 20 August 2016, 07:00 AM IST

Related story