ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟଠାରୁ ୭ ଗୁଣ ଅଧିକ ସଂପତ୍ତି ଠାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ଠାରୁ ୪.୭୬ କୋଟିର ସଂପତ୍ତି ଜବତ କରିଛି ଭିଜିଲାନ୍ସ। ଏହି ସଂପତ୍ତି ତାଙ୍କ ଆୟଠାରୁ ୭ ଗୁଣ ଅଧିକ। ତାଙ୍କ ଠାରୁ କେବଳ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଚଢ଼ାଉର ପ୍ରଥମେ ଦିନରେ (୬ ତାରିଖରେ) ତାଙ୍କ ଘରୁ ଭିଜିଲାନ୍ସ […]

Money2

Money2

Jitendra Garnayak
  • Published: Friday, 08 April 2022
  • Updated: 08 April 2022, 05:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ଠାରୁ ୪.୭୬ କୋଟିର ସଂପତ୍ତି ଜବତ କରିଛି ଭିଜିଲାନ୍ସ। ଏହି ସଂପତ୍ତି ତାଙ୍କ ଆୟଠାରୁ ୭ ଗୁଣ ଅଧିକ। ତାଙ୍କ ଠାରୁ କେବଳ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।

ଚଢ଼ାଉର ପ୍ରଥମେ ଦିନରେ (୬ ତାରିଖରେ) ତାଙ୍କ ଘରୁ ଭିଜିଲାନ୍ସ ନଗଦ ୨ ଲକ୍ଷ ୫୦ ହଜାର ୮୮୦ ଟଙ୍କା ଜବତ କରିଥିଲା। କିନ୍ତୁ ଚଢ଼ାଉର ଦ୍ୱିତୀୟ ଦିନରେ ଅର୍ଥାତ୍ ଗତକାଲି କାର୍ତ୍ତିକେଶ୍ୱର ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭୁବନେଶ୍ୱରର ଟାଟା ଆରିଅନ ସ୍ଥିତ ଫ୍ଲାଟ୍‌ରୁ ନଗଦ ୨ କୋଟି ୫୦ ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଦୁଇ ଦିନରେ ତାଙ୍କ ଠାରୁ ମୋଟ ୨ କୋଟି ୩ ଲକ୍ଷ ୮୮୦ ଟଙ୍କା ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ପୂର୍ବରୁ କେବେ ରେଡ୍ ବେଳେ ଏତେ ପରିମାଣରେ ନଗଦ ଟଙ୍କା ଜବତ କରାଯାଇ ନଥିଲା।

ଏହା ସହିତ ତାଙ୍କର ଆହୁରି ୨.୭୬ କୋଟି ଟଙ୍କାର ଅନ୍ୟାନ୍ୟ ସଂପତ୍ତି ଠାବ କରାଯାଇଛି। ଏହା ମଧ୍ୟରେ ଭୁବନେଶ୍ୱରରେ ଥିବା ତାଙ୍କର ୨ଟି ଫ୍ଲାଟ୍ ଓ ଗୋଟିଏ ଦୁଇ ମହଲା କୋଠା ରହିଛି। ସେହିପରି ଏଥିରେ ତାଙ୍କର ୭ଟି ପ୍ଲଟ ଓ ୩୭.୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି। ୭ଟି ପ୍ଳଟ ମଧ୍ୟରୁ ୨ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ତଦନ୍ତ ଜାରି ରହିଥିବାରୁ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ସଂପତ୍ତି ଆହୁରି ବଢ଼ିପାରେ।

ସୂଚନାଯୋଗ୍ୟ, ଗତ ମାସରେ ମାଲକାନଗିରି ଜିଲ୍ଲା ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କ ଘରେ ରେଡ୍ ବେଳେ ଭିଜିଲାନ୍ସ ନଗଦ ୧ କୋଟି ୩୯ ଲକ୍ଷ ଟଙ୍କା ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story