ବିଜୁ ସେତୁ ଭୁଶୁଡ଼ିବା ଘଟଣା: ସହକାରୀ ଯନ୍ତ୍ରୀ ଗିରଫ

ଉମରକୋଟ (ଓଡ଼ିଶା ରିପୋର୍ଟର): ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କରିଛି ଉମରକୋଟ ପୁଲିସ୍। ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି। ତାଙ୍କୁ ଟିକିରିରୁ ଗିରଫ କରାଯାଇଛି। ଉମରକୋଟ ଥାନା ତାଲାପଦରରେ ନିର୍ମାଣ ହେଉଥିବା ଏହି ସେତୁଟି ଜାନୁଆରୀ ୧୦ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କ […]

assistantengineer

assistantengineer

Jitendra Garnayak
  • Published: Sunday, 17 January 2021
  • Updated: 17 January 2021, 02:40 PM IST

Sports

Latest News

ଉମରକୋଟ (ଓଡ଼ିଶା ରିପୋର୍ଟର): ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କରିଛି ଉମରକୋଟ ପୁଲିସ୍। ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି। ତାଙ୍କୁ ଟିକିରିରୁ ଗିରଫ କରାଯାଇଛି।

ଉମରକୋଟ ଥାନା ତାଲାପଦରରେ ନିର୍ମାଣ ହେଉଥିବା ଏହି ସେତୁଟି ଜାନୁଆରୀ ୧୦ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ।

ଏହି ମାମଲାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କ ସହିତ ଏସ୍‌ଡିଓ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ ବିଶ୍ୱାଳଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ଦୁର୍ବଳ ସେଣ୍ଟ୍ରୀଂ ଯୋଗୁ ଏହି ନିର୍ମାଣାଧୀନ ସେତୁ ଭୁଶୁଡ଼ି ଥିବା ନେଇ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story